#Govt4Growth: ମୋଦିଙ୍କ ଡ୍ରିମ ଟିମ, ଯୁବବାହିନୀ କରିବେ ବିକାଶ

By

Published : Jul 7, 2021, 11:01 PM IST

thumbnail
ନୂଆଦିଲ୍ଲୀ: ଆଜି ପିଏମ୍ ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ତଳ ସଂପ୍ରସାରଣ ହୋଇଛି । ମୋଦି 2.0 କ୍ୟାବିନେଟ ବିସ୍ତାରରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି । ଯୁବ ଚେହେରାଙ୍କୁ ସୁଯୋଗ ମିଳିଥିବା ବେଳେ ବଡ ଚେହେରାଙ୍କୁ ମିଳିଛି ବିଦାୟ । 15 କ୍ୟାବିନେଟ୍ ମନ୍ତ୍ରୀ ଏବଂ 28 ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଗଠନ ହୋଇଛି ମୋଦି ଡ୍ରିମ୍ ଟିମ୍ । କ୍ୟାବିନେଟ୍ ନବକଳେବରରେ 7 ମନ୍ତ୍ରୀଙ୍କ ପଦୋନ୍ନତି ହୋଇଥିବା ବେଳେ 12 ମନ୍ତ୍ରୀଙ୍କୁ ପଦ ହରାଇବାକୁ ପଡିଛି । ପଛୁଆ ଏବଂ ଦଳିତ ବର୍ଗର ପ୍ରତିନିଧିଙ୍କୁ ଦିଲ୍ଲୀ ଦରବାରରେ ଗୁରୁତ୍ବ ମିଳିଛି । ଅପ୍ରତ୍ୟାଶିତ ନିଷ୍ପତ୍ତି ପାଇଁ ଜଣାଣୁଣା ମୋଦି ଏଥର ପୂରା ଟିମ୍ ଫେସ୍ ବଦଳାଇ ଦେଇଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.