ଭଣଜା ଗୋଡରେ ଦଉଡି ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଲା ମାମୁଁ... - ଭଣଜା ଗୋଡରେ ଦୌଡି ବାନ୍ଧି ଘୋସାଡିନେଲେ ମାମୁଁ

🎬 Watch Now: Feature Video

thumbnail

By

Published : Aug 12, 2020, 8:18 PM IST

ହାଇଦ୍ରାବାଦ: ନିଜାମାବାଦ ଜିଲ୍ଲାରେ ଘରେ ଚୋରି କରୁଥିବାବେଳେ ଭଣଜାକୁ ମାମୁଁଙ୍କ ମାଡ । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପିଲାଟିର ଗୋଡରେ ଦଉଡି ବାନ୍ଧି ମାମୁଁ ଟାଣିଟାଣି ନେଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ସମୟରେ ଜଣେ ବ୍ୟକ୍ତି ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ ଓ ପରେ ଏହି ମାମଲା ସାମ୍ନାକୁ ଆସିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.