କୃଷିକୁ କର୍ପୋରେଟ କ୍ଷେତ୍ରରେ ପରିଣତ କରୁଛନ୍ତି କେନ୍ଦ୍ର ସରକାର: ରିପୁନ ବୋରା - ରିପୁନ ବୋରା
🎬 Watch Now: Feature Video
ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଥିବା କୃଷି ବିଧେୟକକୁ ନେଇ ରାଜ୍ୟସଭାରେ କଂଗ୍ରେସ ସାଂସଦ ରିପୁନ୍ ବୋରା ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ସରକାର କର୍ପୋରେଟ କ୍ଷେତ୍ରର ଆଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ରିପୁନ । ଏଥିସହ ସେ କହିଛନ୍ତି ଯେ ସରକାର ଏହି ବିଲ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏହା ଉପରେ ବିରୋଧ ଜାରି ରହିବ ।