ସୁନ୍ଦରଗଡରେ ଦ୍ବିତୀୟ ଏମ୍ସ କରିବାକୁ ରାଜ୍ୟସଭାରେ ଦାବି

By

Published : Mar 15, 2021, 1:19 PM IST

thumbnail
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସୁନ୍ଦରଗଡରେ ଦ୍ବିତୀୟ ଏମସ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡ. ଅମର ପଟ୍ଟନାୟକ । ସୁନ୍ଦରଗଡରେ ଦ୍ବିତୀୟ ଏମସ କରିବାକୁ ସେ ଦାବି କରିଛନ୍ତି । ବିହାରରେ ଦ୍ବିତୀୟ ଏମସ ହୋଇଥିବା ଓ ଅନ୍ୟରାଜ୍ୟରେ ହେବାକୁ ଯୋଜନା ଥିବାରୁ ସୁନ୍ଦରଗଡରେ ମଧ୍ୟ ଦ୍ବିତୀୟ ଏମସ କରିବାକୁ ସେ ଦାବି ରଖିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.