ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଆନ୍ଦୋଳନ ରଣନୀତି ରଚୁଥିଲେ ବାପୁ - Mahatma Gandhi

🎬 Watch Now: Feature Video

thumbnail

By

Published : Sep 5, 2019, 8:25 PM IST

1915 ଏପ୍ରିଲ 12 କଥା । ସୁଦୂର ସାଉଥ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ ବାପୁ । ଏହା ପରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ରତା ସଂଗ୍ରାମ ସଂଘର୍ଷ । ଦିଲ୍ଲୀ ଆସିବା ସମୟରେ ସେ ରହୁଥିବା ଷ୍ଟିପେସନ କଲେଜ ଆଜି ଯଦିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ହୋଇଯାଇଛି । ହେଲେ ଏଠାକାର ପଥର କୋଠାରେ ରହିଛି ଭାରତଛାଡ ଆନ୍ଦୋଳନର ସେହି ପୁରୁଣା ସ୍ମୃତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.