thumbnail

ଚାଷଜମିରେ ଓଲିଟାଲ ଟ୍ରାକ୍ଟର, ଚାଷୀ ମୃତ

By

Published : Aug 11, 2020, 7:57 PM IST

ଅମରାବତୀ: କାଦପା ଜିଲ୍ଲାର ମିଲାଭାରାମ ଜୋନର ଚିନ୍ନା ଭେଣ୍ଟୁରଲା ଗ୍ରାମରେ ଜଣେ କୃଷକ ଟ୍ରାକ୍ଟର ସାହାଯ୍ୟରେ କୃଷି କାର୍ଯ୍ୟ କରୁଥିଲେ । ଧାନ କ୍ଷେତରେ କାମ କରୁଥିବା ସମୟରେ ଟ୍ରାକ୍ଟର କାଦୁଅରେ ଅଟକି ଯାଇଥିଲା । ଏହାପରେ ପାଖାପାଖି ଥିବା କୃଷକମାନେ ଆସି ଟ୍ରାକ୍ଟର ବାହାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟ୍ରାକ୍ଟର ଓଲଟି ପଡିଥିଲା । ଚାଷୀ ଜଣକ ଟ୍ରାକ୍ଟର ତଳେ ପଡି ମୃତ୍ୟୁ ବରଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.