ସ୍କେଟ୍ ପିନ୍ଧି ଭାଙ୍ଗଡା ନାଚିଲେ ନାବାଳିକା, ଦେଖନ୍ତୁ ଭିଡିଓ...

By

Published : Apr 14, 2021, 8:31 PM IST

thumbnail
ଚଣ୍ଡିଗଡ: ବୟସ ମାତ୍ର 13 ବର୍ଷ । ଏତେ କମ୍ ବୟସରେ ନିଜ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଚଣ୍ଡିଗଡର ଜାହ୍ନବୀ । ସ୍କେଟ୍ ପିନ୍ଧି ସେ ଭାଙ୍ଗଡା ନୃତ୍ୟ କରୁଛନ୍ତି । ଜାତୀୟ ସ୍ତରର ସ୍କେଟିଂ ପ୍ରତିଯୋଗିତାରେ ନିଜର ଏଭଳି ପ୍ରତିଭା ପାଇଁ ଜାହ୍ନବୀ ବ୍ରୋଞ୍ଚ ମେଡାଲ ପାଇଛନ୍ତି । ବୈଶାଖୀ ଉତ୍ସବ ଏବଂ ନବରାତ୍ରୀ ଅବସରରେ ଏହି ପ୍ରତିଭାଶାଳୀ ନାବାଳିକା ଜଣକ ନିଜର ଏହି ସ୍କେଟିଂ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.