Municipal Election: ଗଞ୍ଜାମ NACରେ ପ୍ରଚାର କଲେ ସାଂସଦ-ବିଧାୟକ - ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ପ୍ରଚାର

🎬 Watch Now: Feature Video

thumbnail

By

Published : Mar 21, 2022, 3:50 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଗଞ୍ଜାମ ଏନଏସିରେ ବିଜେଡି ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ଝୁଲି ପାତ୍ରଙ୍କ ସମେତ ସମସ୍ତ ୱାର୍ଡର କାଉନସିଲରଙ୍କୁ ନେଇ ଷ୍ଟାର କ୍ୟାମ୍ପେନର ମାନେ ପ୍ରଚାର କରିଥିଲେ । ଏହି ଅବସରରେ ପ୍ରଚାରରେ ସାମିଲ ହୋଇଥିବା ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.