ମୋବାଇଲ ଦୋକାନ ଭିତରେ ଦୋକାନୀକୁ ମାଡ, ଭିଡିଓ ଭାଇରାଲ - ମୋବାଇଲ ଦୋକାନ ଭିତରେ ଦୋକାନୀକୁ ମାଡ

🎬 Watch Now: Feature Video

thumbnail

By

Published : Apr 1, 2022, 12:10 PM IST

Updated : Feb 3, 2023, 8:21 PM IST

ଝାରସୁଗୁଡ଼ା: ମୋବାଇଲ ଦୋକାନ ଭିତରେ ପଶି ଦୋକାନୀକୁ ନିସ୍ତୁକ ମାଡ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ବଜାରର ଏକ ମୋବାଇଲ ଦୋକାନରେ । ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ଗୁମାଡ଼େରାର ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ ମୋବାଇଲ ଦୋକାନରେ ପଶି ଦୋକାନୀକୁ ନିସ୍ତୁକ ମାଡ ମାରିଛନ୍ତି । ଉକ୍ତ ଘଟଣାର ସିସିଟିଭି ଭିଡିଓ ଭାଇରଲ ହେଉଛି । ସିସିଟିଭି ଫୁଟେଜକୁ ଆଧାରକରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.