thumbnail

By

Published : Mar 22, 2022, 6:02 PM IST

Updated : Feb 3, 2023, 8:20 PM IST

ETV Bharat / Videos

Last Day Of Campaign: ୨୭ ନଂ ୱାର୍ଡରେ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ବ୍ରହ୍ମପୁର: ଆଉ କିଛି ସମୟ ମଧ୍ୟରେ ଶେଷ ହୋଇଯିବ ପୌର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ । ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ କର୍ପୋରେଟର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ୨୭ ନମ୍ବର ୱାର୍ଡରେ ଲୋକଙ୍କ ଘରକୁ ଘର ବୁଲି ବିଜୁ ଜନତା ଦଳର ପ୍ରାର୍ଥୀ ମଧୁସୂଦନ ସାହୁ ନିଜର ସମର୍ଥକଙ୍କ ସହ କରୁଛନ୍ତି ପ୍ରଚାର । ଅଞ୍ଚଳରେ ଅନେକ ବିକାଶ ହୋଇଥିବା ବେଳେ ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ସେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଆହ୍ବାନ କରିଛନ୍ତି । ଏହି ଅବସରରେ କର୍ପୋରେଟର ପ୍ରାର୍ଥୀ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.