India's G20 Presidency: ବାଲୁକା କଳାରେ ଝଲସୁଛି G20 ଲୋଗୋ

By

Published : Dec 2, 2022, 7:49 AM IST

Updated : Feb 3, 2023, 8:34 PM IST

thumbnail
ପୁରୀ: ଡିସେମ୍ବର 1ତାରିଖରୁ ଭାରତ ଜି-20 ଦେଶ ସମୂହର ଅଧ୍ୟକ୍ଷତା ଏକ ବର୍ଷ ପାଇଁ କରିବ । ବିଶ୍ଵ ଆର୍ଥିକ ମହାଶକ୍ତିଙ୍କ ନେତୃତ୍ଵ ନେବ ଭାରତ । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବରେ ଜି-20 ଦେଶର ଲୋଗୋ ଓ ଥିମ୍‌କୁ ନେଇ ସୁନ୍ଦର ବାଲୁକା ଚିତ୍ର କଳା କରାଯାଇଛି । ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳାଟିକୁ ତିଆରି କରିଛନ୍ତି। ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.