ଖୁବଶୀଘ୍ର ନୌସେନାରେ ସାମିଲ ହେବ INS Vikrant, ଦେଖନ୍ତୁ ଭିଡିଓ

By

Published : Aug 31, 2022, 5:35 PM IST

Updated : Feb 3, 2023, 8:27 PM IST

thumbnail
ନୂଆଦିଲ୍ଲୀ: ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନବାହକ INS Vikrant । ତେବେ ଏହାକୁ ଭାରତୀୟ ନୌସେନାର ବାହୁବଳୀ ମଧ୍ୟ କୁହାଯାଉଛି । କ‘ଣ ରହିଛି ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନବାହାକ ବିଶାଳ ଜାହାଜରେ ବୈଶିଷ୍ଟ । କେତେ ଅତ୍ୟାଧୁନିକ ଓ ଶକ୍ତିଶାଳୀ ଏହି ଜାହାଜ । କେତେ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । କ’ଣ ରହିଛି ଅତ୍ୟାଧୁନିକ ଜ୍ଞାନକୌଶଳ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.