thumbnail

By

Published : Oct 28, 2022, 8:33 PM IST

Updated : Feb 3, 2023, 8:30 PM IST

ETV Bharat / Videos

ତିନି ବାଇକ ଚାଳକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ କାର ଚାଳକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ତିନି ବାଇକ ଚାଳକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ କାର ଚାଳକ । ରାଜଧାନୀ ଦିଲ୍ଲୀରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ଏଠାରେ କଥା କଟାକଟି ହେବାରୁ ତିନି ବାଇକ ଚାଳକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି ଜଣେ କାର ଚାଳକ । ଦିଲ୍ଲୀର ଅଲୀପୁର ଇଲାକାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁରୁତର ଭାବରେ ଆହତ ହୋଇଥିବା ତିନି ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଅଭିଯୋଗ ହେବାପରେ ଅଭିଯୁକ୍ତ ଡ୍ରାଇଭର ନୀତିନ ମାନ୍‌କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ହତ୍ୟା ଧମକ ଅଭିଯୋଗରେ ୩୦୭ IPC ଧାରା ଲାଗିଛି । ଦେଖନ୍ତୁ ଭାଇରାଲ ଭିଡିଓ
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.