ETV Bharat / sukhibhava

ଶୀତଋତୁରେ ଏହିସବୁ ଉଷୁମ ପାନୀୟ ସହ ବୃଦ୍ଧି କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି

author img

By

Published : Dec 29, 2022, 6:32 PM IST

ଥଣ୍ଡା ପାଗରେ ଅଧିକାଂଶ ଲୋକେ ଉଷୁମ ପାନୀୟ ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଏପରି ଉଷୁମ ପାନୀୟ ଅଛି ଯାହା ଶୀତରୁ ରକ୍ଷା କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ(Warm up your winter with these healthy beverages) । ଅଧିକ ପଢନ୍ତୁ

Tea
Tea

ହାଇଦ୍ରାବାଦ: ଥଣ୍ଡା ବା କୋହଲା ପାଗରେ ଚା', କଫି କିମ୍ବା ସୁପ୍ ପିଇବାକୁ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ଏପରି ଉଷୁମ ପାନୀୟ ପିଇବା ଆବଶ୍ୟକ ଯାହା ଆରାମ ପ୍ରଦାନ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । ତେବେ କେଉଁ ସବୁ ପାନୀୟ ଅଛି, ଯାହା ଥଣ୍ଡା ପାଗରେ ଆରାମ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଜାଣନ୍ତୁ(Warm up your winter with these healthy beverages)...

ହଳଦୀ କ୍ଷୀର
ହଳଦୀ କ୍ଷୀର

ହଳଦୀ କ୍ଷୀର:-

ହଳଦୀ କ୍ଷୀରର ଆଉ ଏକ ନାମ ହେଉଛି "ଗୋଲ୍ଡେନ ମିଲ୍କ" । ଏହି ପାନୀୟ ପିଇବାର ଅନେକ ସ୍ୱାସ୍ଥ୍ୟ ସୁବିଧା ଅଛି । ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ହଳଦୀରେ ଅଧିକ । ମଧୁମେହ, ହୃଦୟ, ହାଡ, ଚର୍ମ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ହଳଦୀ କ୍ଷୀର ପିଇବା ସୁସ୍ଥକର ।

ଏହା ମଧ୍ୟ ପଢନ୍ତୁ:- କୋଭିଡ ପରେ ଦେଖା ଦେଉଛି Vitamin Dର ଅଭାବ

ଅଦା ଏବଂ ମହୁ ଚା:-

ବହୁଳ ଭାବରେ ବ୍ୟବହୃତ ପାରମ୍ପରିକ ଏବଂ ବିକଳ୍ପ ପ୍ରତିକାର ମଧ୍ୟରୁ ଗୋଟିଏ ହେଉଛି ଅଦା । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଏହାର ଅନ୍ୟାନ୍ୟ ସୁବିଧା ମଧ୍ୟରେ ଋତୁକାଳୀନ ଆଲର୍ଜି ଚିକିତ୍ସା କରେ । ଏହା ସହିତ, ଶରୀରର ଡିଟକ୍ସଫିକେସନ୍‌ରେ ଅଦା ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ:-ସ୍ତନ କର୍କଟ ଚିକିତ୍ସାରେ ସହାୟକ ହୋଇପାରେ ହଳଦୀ

ଆଲମଣ୍ଡ ମିଲ୍କ:-

କେବଳ ଆଲମଣ୍ଡ ଏବଂ ପାଣି ବ୍ୟବହାର କରି ପ୍ରସ୍ତୁତ ଆଲମୋଣ୍ଡ ମିଲ୍କ ଆମକୁ ଭିଟାମିନ୍-ଇ ଯୋଗାଇଥାଏ, ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଆଲମଣ୍ଡ କ୍ଷୀରରେ ଥିବା ଭିଟାମିନ୍-ଡି ଆମ ଶରୀରରେ କ୍ୟାଲସିୟମ୍ ଏବଂ ହାଡର ସ୍ୱାସ୍ଥ୍ୟକୁ ବଜାୟ ରଖେ ।

ଏହା ମଧ୍ୟ ପଢନ୍ତୁ:-Diabetes Control: ରକ୍ତରେ ଶର୍କରା ସ୍ତର କମାଏ ଏହିସବୁ ଖାଦ୍ୟ

ହଟ୍ ଚକୋଲେଟ୍:-

ଚକୋଲେଟ୍ ଏପରି ଏକ ଜିନିଷ ଯାହାକୁ ସମସ୍ତେ ଭଲ ପାଆନ୍ତି । ହଟ୍ ଚକୋଲେଟ୍ ସ୍ବାଦିଷ୍ଟ ସାଙ୍ଗକୁ ବେଶ୍ ଲାଭଦାୟକ ହୋଇଥାଏ । ଚକୋଲେଟରେ ଗରମ କ୍ଷୀର, କେତେକ ମସଲାଜାତୀୟ ଦ୍ରବ୍ୟ ମିଶିବା ପରେ ଏହାର ଟେଷ୍ଟ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.