ETV Bharat / sukhibhava

Horoscope: ଅଗଷ୍ଟ 27 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Aug 27, 2023, 12:02 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ଆଜି ଆପଣଙ୍କ ପାଇଁଏକ ମାନ୍ଦା ଦିନ। ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି।ଆଜି କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖନ୍ତୁ। ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।

ବୃଷ: କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରକ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନପାରେ। ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି। ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ। ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରିବେ।

ମିଥୁନ: ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ, ତାହା ନୁହେଁ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତି ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆଜି କିଛି ପୋଷାକ କିଣିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।

କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ। ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସି କରିବେ। ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ। ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ।

ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ। ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ। ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ମିଳନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ରାଗ ନିୟନ୍ତ୍ରନରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ ।

କନ୍ୟା: ଦିନଟି ଭଲ ନୁହେଁ। ଶରୀର ଓ ମନ ଭଲ ରହିବ ନାହିଁ। ପ୍ରେମିକାଙ୍କ ସହ ମତ ଭେଦ ହେବ। ମାଙ୍କ ଦେହ ଭଲ ରହିବ ନାହିଁ। ଧନ ସମ୍ପତି ତଥା ଜରୁରି କାଗଜ ପତ୍ରର ଯତ୍ନ ନିଅନ୍ତୁ। ପାଣିକୁ ଡରିବେ। ସ୍ତ୍ରିଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ କାହିଁକି ନା ଆଜି ଦିନ ଆପଣଙ୍କ ସପକ୍ଷରେ ଯିବ ନାହିଁ। ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ।

LIBRA ତୁଳା ଆପଣଙ୍କ ଭାଇ ଭଉଣୀମାନେ ସ୍ୱାଗତଭରା ଏବଂ ସାହାଯ୍ୟକାରୀ ହେବେ । ନୂତନ ପ୍ରକଳ୍ପ ଏବଂ ଅଣ୍ଡର୍‌ଟେକିଙ୍ଗ୍‌ ପାଇଁ ଆଜିଦିନ ଅତ୍ୟନ୍ତ ଶୁଭ ରହିବ । ଆପଣ ଦିନସାରା ଉଜ୍ଜ୍ୱଳ ଏବଂ ସକ୍ରିୟ ଅନୁଭବ କରିବେ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି । ଆପଣଙ୍କ ପ୍ରତିଯୋଗୀ ଏବଂ ବିରୋଧୀଙ୍କଠାରୁ ଆପଣ ବିଜୟଲାଭ କରିବେ । ସମ୍ମାନ ଏବଂ ଖ୍ୟାତି ଆସିବାର ଅଛି ।

ବିଛା: ଧନ ପ୍ରାପ୍ତିର ଯୋଗ ରହିଛି। ଅଯଥା ଖର୍ଚ୍ଚଠାରୁ ଦୂରେରେ ରୁହନ୍ତୁ। ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ପରିବାରରେ ସୁ ସମ୍ପର୍କ ସ୍ଥାପନ କରନ୍ତୁ। ଶାରୀରିକ ପରିସ୍ଥିତି ଜଟିଳ ହେବ। ଦୁଃ ଚିନ୍ତା କରନ୍ତୁ ନାହିଁ। ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ।

ଧନୁ: ଯୋଜନା ଅନୁସାରେ କାମ କରିବେ। ପ୍ରତି କାମରେ ସଫଳତା ମିଳିବ। ଆଜି ଆର୍ଥିକ ଲାଭ ମିଳିପାରେ। ଦିନସାରା ତାଜା ଏବଂ ଅଧିକ ସକ୍ରିୟ ଅନୁଭବ କରିବେ । ଏକ ଛୋଟ ମନୋରଞ୍ଜନ ଯାତ୍ରା ମଧ୍ୟ ହୋଇପାରେ। ପ୍ରୀୟଜନଙ୍କ ସହିତ ଅନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସୀ ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି ।

ମକର: ଆଜି, ଆପଣଙ୍କ ପାଇଁ ଉଲ୍ଲାସହୀନ ଏବଂ ହତାସର ଦିନ ହୋଇପାରେ। ସାମାଜିକ ଏବଂ ଧର୍ମ କାର୍ଯ୍ୟରେ ଆପଣ କେତେକ ଖର୍ଚ୍ଚ କରିପାରନ୍ତି। ଆପଣଙ୍କ ପ୍ରିୟଜନମାନେ ସାହାଯ୍ୟକାରୀ ହୋଇ ନ ପାରନ୍ତି ଏବଂ ବନ୍ଧୁତ୍ୱ ଭାବ ଦେଖାଇ ନପାରନ୍ତି। ନକ୍ଷତ୍ର ପ୍ରଭାବରୁ ଜଣା ପଡୁଛି ଯେ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଖ୍ୟାତି ଉଭୟର କ୍ଷତି ହୋଇପାରେ।

କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ। ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ। ସ୍ବାମୀ, ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହିବ। ସାମାଜିକ ପ୍ରତିଷ୍ଠା ବଢିବ। ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ। ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ। ସୁନ୍ଦର ଯାତ୍ରାର ସୁଯୋଗ ଅଛି।

ମୀନ: ଆଜି ଦିନଟି ଭଲରେ କଟିବ। ମନ ପ୍ରଫୁଲ ରହିବ। ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ଦିଗରେ ଏକାଗ୍ରତା ଆସିବ। ବ୍ୟବସାୟ ଭଲ ହେବ। ପିତା ତଥା ବୟସ୍କ ମାନଙ୍କ ଦ୍ୱାରା ଉପକୃତ ହେବେ। ପାରିବାରିକ ସମ୍ପର୍କରେ ମଧୁରତା ଆସିବ। ସରକାରୀ ସହାୟତା ମିଳିବ। ପ୍ରତିଷ୍ଠା ପାଇବେ। ସାମାଜିକ ଜୀବନ ସୁଖମୟ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.