ETV Bharat / sukhibhava

Horoscope: ଦୁଃଶ୍ଚିନ୍ତା ଠାରୁ ଦୂରେଇ ରୁହନ୍ତୁ, ନଚେତ ଭୋଗିପାରନ୍ତି ସମସ୍ୟା - ରାଶିଫଳ ଖବର

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Oct 22, 2023, 12:00 AM IST

ମେଷ: ଆଜି ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ। ପାରିପାର୍ଶ୍ବିକ ସ୍ଥିତି ଭଲ ରହିବ। ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ବନ୍ଧୁ ମିଳନ ଯୋଗ ରହିଛି ।

ବୃଷ: ଆଜି ଦିନ ମଧ୍ୟମ ଧରଣର ରହିବ । ବିଦେଶୀବନ୍ଧୁମାନଙ୍କ ଠାରୁ କିଛି ସମ୍ବାଦ ପାଇବେ । ଯେଉଁମାନେ ବିଦେଶ ଯିବାପାଇଁ ସଜବାଜ ହୋଇଛନ୍ତି ସେମାନଙ୍କୁ ମୌକା ମିଳିପାରେ । ଦୂର ଜାଗାକୁ ବୁଲି ଯାଇପାରନ୍ତି । କୌଣସି ଧାର୍ମିକ ଅନୁଷ୍ଠାନରେ ଆଜି ଯୋଗ ଦେବେ । ଚାକିରିଆ ମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ ।

ମିଥୁନ: ସମସ୍ତ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ରହିବ । ଆଜି ଦିନ ଆପଣଙ୍କର ସପକ୍ଷରେ ଯିବ । କୌଣସି କାର୍ଯ୍ୟରେ ନରାଗି ଶାନ୍ତ ରୁହନ୍ତୁ । ଅଧିକ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି । ଆବଶ୍ୟକ ନହେଲେ ଖର୍ଚ୍ଚ କରନ୍ତୁ ନାହିଁ ।

କର୍କଟ: ଆଜି ହସ ଖୁସିରେ ଦିନଟି କଟିବ । ଶାରୀରିକ ସ୍ତରରେ ସୁସ୍ଥ ରହିବ। ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଓ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଓ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ ଯାଆନ୍ତୁ। ତୁମର ସାମାଜିକ କାମ ପାଇଁ ପ୍ରସଂଶା ଭାଜନ ହେବ।

ସିଂହ: ଆଜି ଦିନ ସାଧାରଣ ରହିବ। ତୁମ କ୍ରୋଧକୁ ଆୟତରେ ରଖନ୍ତୁ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ। ତୁମର କାର୍ଯ୍ୟାଳୟରେ ଅଣନିଶ୍ଵାସୀ ହୋଇଯିବ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ। ଅଧିକ ପରିଶ୍ରମ କରି ମଧ୍ୟ ଅସଫଳତ ହେବେ। ମା'ଙ୍କ ସ୍ୱାସ୍ଥ୍ୟ ବିଷୟରେ ଭାବନ୍ତୁ।

କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ। ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍‌ ବୁଡିଯାଇପାରେ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।

ତୁଳା: ଆଜି କିଛି ସମସ୍ୟା ଉପୁଜିପାରେ । କିନ୍ତୁ ଧୌର୍ଯ୍ୟହରା ହୁଅନ୍ତୁ ନାହିଁ । ଅନେକ କାର୍ଯ୍ୟ ଅସଫଳ ହେବ । ଧୌର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ। ଚିନ୍ତା ବୃଦ୍ଧି ପାଇବ । ଆଜି ପ୍ରତିଷ୍ଠା ବୃଦ୍ଧି ପାଇପାରେ । ପ୍ରିୟଜନଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ।

ବିଛା: ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ। ଆଜି କଠିନ ସମସ୍ୟାର ସାମ୍ନା କିରବେ କିନ୍ତ ଦିନ ଭଲରେ କଟିବ। କୌଣସି ପାରିବାରିକ ସମସ୍ୟାକୁ ନେଇ ଜୀବନସାଥିଙ୍କ ସହ ଆଲୋଚନା କରିବେ। ଯାହା ଫଳପ୍ରଦ ହେବ। ଜାତକରେ ଆର୍ଥିକ ସ୍ଥିତି ମଜଭୁତ ଏବଂ ସଂପୁର୍ଣ ଭାଗ୍ୟଶାଳୀ ଦେଖାଯାଉଛି । ଛୋଟିଆ ଯାତ୍ରା ସାଙ୍ଗ ମାନଙ୍କସହିତ ଖୁସିଦାୟକ ହେବ।

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ । ତୁମେ କୌଣସି ଏକ ନିର୍ଣାୟକ କଥାରେ ଦ୍ୱିବିଧାରେ ପଡିପାର । ଯାହା ବିଶିଷ୍ଟ ନିର୍ଣ୍ଣାୟକ ଅଟେ । ଆଜି ଅସୁରକ୍ଷିତ ମନେ କରିପାରନ୍ତି । ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ । ଅଘଟଣ ବୃଦ୍ଧି ପାଇପାରେ । ଖର୍ଚ୍ଚ ଉପରେ ଲଗାମ ରଖନ୍ତୁ ।

ମକର: ଆପଣଙ୍କ ଗୃହସ୍ଥ ଜୀବନ ଭଲରେ କଟିବ। କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ। ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ଆପଣଙ୍କର ପଦୋନ୍ନତି ହୋଇପାରେ। ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ। ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ। ସନ୍ଧ୍ୟାରେ ଆପଣଙ୍କ ପ୍ରିୟତମା ପତ୍ନୀଙ୍କ ସହ ଚଳଚିତ୍ର ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରିଭୋଜନର ମଜ୍ଜା ନେଇପାରନ୍ତି। ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତିପ୍ରଦାନ କରିବ।

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ଅନୁଭବ କରିବେ। ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ମଧ୍ୟ ଆପଣ ନଇଁ ପାରନ୍ତି। ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍‌କାନୁନ୍‌ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସeଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ। ବ୍ୟବସାୟ ଦୃଷ୍ଟିରୁ ଆର୍ଥିକ ଲାଭ ହୋଇପାରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.