ETV Bharat / state

ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Sep 5, 2019, 2:39 PM IST

ସୁନ୍ଦରଗଡ ସଦର ଥାନା ସୁବଳୟା ଗାଁର ନବରଙ୍ଗପୁର ସାହିରେ ବୃଦ୍ଧାଙ୍କୁ କଚାଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହେଲେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି, ତାହା ଜଣାପଡିନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ବୃଦ୍ଧାଙ୍କୁ କଚାଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ସୁନ୍ଦରଗଡ ସଦର ଥାନା ସୁବଳୟା ଗାଁର ନବରଙ୍ଗପୁର ସାହିରେ । ମୃତ ବୃଦ୍ଧା ରେମୋ ଡୁଙ୍ଗଡୁଙ୍ଗ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ସ୍ବାମୀଙ୍କ ମୃତ୍ୟୁ ପରେ ରେମୋ ଏକାକି ରହୁଥିଲେ । ହେଲେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଜଣାପଡିନାହିଁ । ଆଜି ସକାଳେ ସ୍ଥାନୀୟ ଲୋକମାନେ ମୃତଦେହ ତାଙ୍କ ଘର ସମ୍ମୁଖରେ ପଡୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ରେମୋଙ୍କ ହତ୍ୟାର କାରଣ ଜଣାପଡିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-() ସୁନ୍ଦରଗଡ଼ ସଦର ଥାନା ସୁବଳୟା ଗାଁ ର ନବରଙ୍ଗପୁର ସାହି ରେ ନିଜ ଘର ସମ୍ମୁଖ ରେ ବୃଦ୍ଧା ଙ୍କୁ କଚାଡି କଚାଡି ମରିଦେଇଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧା ଜଣକ ରେମୋ ଡୁଙ୍ଗଡୁଙ୍ଗ ବୋଲି ଜଣାପଡିଛି।
Body: ସେ ସ୍ବାମୀ ଙ୍କ ମୃତ୍ୟୁ ପରେ ଏକା ସେଠାରେ ରହୁଥିଲେ । ହେଲେ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣା ପଡ଼ିନାହିଁ । ପୋଲିସ ଘଟଣାସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହ ଉଦ୍ଧାର କରିବା ସହିତ ପୋଲିସ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।
Conclusion:
ଘଟଣା ସ୍ଥଳ ରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ହଠାତ ଆଜି ସକାଳୁ ତାଙ୍କ ପଡୋଶୀ ମାନେ ତାଙ୍କ ଘର ସମୁଖ ବୃଦ୍ଧା ଙ୍କ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ର ତଦନ୍ତ ପରେ ହତ୍ୟା ର କାରଣ ଜଣାପଡିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.