ETV Bharat / state

ଖୋଲିଲା ମନ୍ଦିରା ଡ୍ୟାମ ଗେଟ: ବଢିପାରେ ବ୍ରାହ୍ମଣୀ ନଦୀର ଜଳସ୍ତର

ରାଉରକେଲା ସହର ନିକଟ ଲାଇଂଗ ଠାରେ ଥିବା ମନ୍ଦିରା ଡ୍ୟାମର ଜଳ ସ୍ତର ବଢ଼ୁଥିବାରୁ ଡ୍ୟାମ କର୍ତ୍ତୃପକ୍ଷ 5 ଟି ଗେଟକୁ ଆଜି ଖୋଲିଛନ୍ତି । ତେବେ ଡ୍ୟାମ ଖୋଲା ଯାଇଥିବାରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢିବାର ସମ୍ଭାବନା ରହିଛି ।

author img

By

Published : Aug 18, 2019, 5:57 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ସହର ନିକଟ ଲାଇଂଗ ଠାରେ ଥିବା ମନ୍ଦିରା ଡ୍ୟାମର ଜଳ ସ୍ତର ବଢ଼ୁଥିବାରୁ ଡ୍ୟାମ କର୍ତ୍ତୃପକ୍ଷ 5 ଟି ଗେଟକୁ ଆଜି ଖୋଲିଛନ୍ତି । ଗେଟ ନମ୍ବର 5 , 6 , 7 , 8 , 9 କୁ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି।

ମନ୍ଦିରା ଡ୍ୟାମ ଗେଟ ଖୋଲା ଯାଇଥିବାରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢିବାର ସମ୍ଭାବନା ରହିଛି । ନଦୀ କୂଳରେ ରହୁଥିବା ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି 3 ଫୁଟ ପାଣି ଛଡ଼ାଯିବାର ଯୋଜନା ରହିଛି । ତେବେ ସେମିତି ବଡ ବନ୍ୟା ବିପଦର ଆଶଙ୍କା ନାହିଁ ।

କେବଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଗେଟ ଖୋଲାଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ନଦୀ କୂଳିଆରେ ରହୁଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରି ଦିଆଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ନିକଟ ଲାଇଂଗ ଠାରେ ଥିବା ମନ୍ଦିରା ଡ୍ୟାମ ର ଜଳ ସ୍ତର ବଢ଼ୁଥିବାରୁ ଡ୍ୟାମ କର୍ତ୍ତୃପକ୍ଷ 5 ଟି ଗେଟ କୁ ରବିବାର ଦିନ ଖୋଲିଛନ୍ତି । ଗେଟ ନମ୍ବର 5 , 6 , 7 , 8 , 9 କୁ ଖୋଲାଯାଇଛି । Body:
ମନ୍ଦିରା ଡ୍ୟାମ ଗେଟ ଖୋଲା ଯାଇଥିବାରୁ ବ୍ରହ୍ମଣୀ ନଦୀରେ ଜଳ ସ୍ତର ବଢିବାର ସମ୍ଭାବନା ରହିଛି । ନଦୀ କୂଳରେ ରହୁଥିବା ତଳି ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି 3 ଫୁଟ ପାଣି ଛଡ଼ାଯିବାର ଯୋଜନା ରହିଛି । ତେବେ ସେମିତି ବଡ ବିପଦର ଆଶଙ୍କା ନାହିଁ କେବଳ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ଗେଟ ଖୋଲାଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହୁଛନ୍ତି ।
Conclusion:ଅନ୍ୟ ପଟେ ନଦୀ କୁଲ ରେ ରହୁ ଥିବା ଲୋକ ମଂଙ୍କି ମଧ୍ୟ ସତର୍କ କରି ଦିଆ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.