ETV Bharat / state

ରାଉରକେଲାର ବିଭିନ୍ନ ସ୍ଥାନରେ GST ବିଭାଗର ଚଢ଼ାଉ - ବସ୍ତୁ ଓ ସେବା କର

ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବସ୍ତୁ ଓ ସେବା କର ( Goods and Service Tax) ବିଭାଗ ପକ୍ଷରୁ ଚଢ଼ାଉ ଜାରି । ଅଧିକ ପଢ଼ନ୍ତୁ...

GST department's raid, raid in business organisation , rourkela latest news, GST ବିଭାଗର ଚଢ଼ାଉ, ବସ୍ତୁ ଓ ସେବା କର, ବସ୍ତୁ ଓ ସେବା କର ବିଭାଗର ଚଢ଼ାଉ
ରାଉରକେଲାର ବିଭିନ୍ନ ସ୍ଥାନରେ GST ବିଭାଗର ଚଢ଼ାଉ
author img

By

Published : Nov 26, 2019, 11:35 AM IST

ରାଉରକେଲା: ବସ୍ତୁ ଓ ସେବା କର ( Goods and Service Tax) ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଦ୍ବିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସୋମବାର ସହରର 5ଟି ଶିଳ୍ପାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ GST ଠକେଇର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

ରାଉରକେଲାର ବିଭିନ୍ନ ସ୍ଥାନରେ GST ବିଭାଗର ଚଢ଼ାଉ

ତେବେ ମଙ୍ଗଳବାର ଭୋରରୁ ପୁଣି GST ବିଭାଗର 4ଟି ଟିମ ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ଯୋଗୁଁ ବିଭିନ୍ନ ମହଲରେ କୋକୁଆ ଭୟ ଦେଖା ଯାଇଛି। ବଡ଼ ଆକାରର ଠକମି ହୋଇଥିବା ନେଇ ଆଗରୁ ସ୍ପଷ୍ଟ ହୋଇ ସାରିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Goods and Service Tax ବିଭାଗ ପକ୍ଷରୁ ରାଉରକେଲା ରେ ବିଭିନ୍ନ ବ୍ୟବସୟିକ ପ୍ରତିଷ୍ଠାନ ଉପରେ ଦୂତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସୋମବାର ଦିନ ସହର ର 5 ଟି ଶିଳ୍ପାନୁଷ୍ଠାନ ଏବଂ ବ୍ୟବସୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ GST ଠକେଇ ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଦୁଇଜଣ ବ୍ୟବସୟୀ ଙ୍କୁ ଅଟକ ରଖି ପଚରା ଉଚୁରା ଚାଲିଛି ।

Body: ମଙ୍ଗଳବାର ଭୋରୁ ପୁଣି GST ର 4 ଟି ଟିମ ସହରର କେତେକ ବ୍ୟବସୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି ।
Conclusion:ଚଡଓ ଯୋଗୁ ବିଭିନ୍ନ ମହଲ ରେ କକୁଆ ଭୟ ଦେଖା ଯାଇଛି। ବଡ଼ ଆକାର ର ଠକମି ହୋଇଥିବା ଆଗରୁ ସ୍ପଷ୍ଟ ହୋଇ ସାରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.