ETV Bharat / state

ସୁନ୍ଦରଗଡ଼ରେ ଗଡିଲା କୋରୋନା ସଚେତନତା ରଥ

author img

By

Published : Jun 5, 2021, 12:20 PM IST

ସୁନ୍ଦରଗଡ଼ ଜିଲ୍ଲାରେ ଗଡିଲା କୋରୋନା ସଚେତନତା ରଥ । ରାଜ୍ୟ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ରାଜ୍ୟର ସମସ୍ତ ଜିଲ୍ଲାରେ ହୋଇଛି ଏହି ରଥର ଶୁଭାରମ୍ଭ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼ରେ ଗଡିଲା କୋରୋନା ସଚେତନା ରଥ
ସୁନ୍ଦରଗଡ଼ରେ ଗଡିଲା କୋରୋନା ସଚେତନା ରଥ

ସୁନ୍ଦରଗଡ: ଜିଲ୍ଲାରେ ଗଡିଲା କୋରୋନା ସଚେତନତା ରଥ । ରାଜ୍ୟ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସୁନ୍ଦରଗଡ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ରଥର ଶୁଭାରମ୍ଭ ହୋଇଛି l ଆଜି(ଶନିବାର) ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥ ଗ୍ରାମାଞ୍ଚଳକୁ ଗଡିଛି l

ସୁନ୍ଦରଗଡ଼ରେ ଗଡିଲା କୋରୋନା ସଚେତନା ରଥ

ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ରଥ ଆସନ୍ତା ୧୫ ଦିନ ପାଇଁ ଜିଲ୍ଲାର ସମସ୍ତ କୋଣ ଅନୁକୋଣକୁ ଯାଇ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l ଅପରପକ୍ଷେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଏହି ସଚେତନତା ରଥକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ କରିଛନ୍ତି l

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.