ETV Bharat / state

ଇସ୍ପାତ ନଗରୀରେ ଅଲୋଡା ନବଜାତ

author img

By

Published : Dec 30, 2019, 2:29 PM IST

ରାଉରକେଲା IGH ମୁଖ୍ୟ ଫାଟକ ନିକଟସ୍ଥ ରାସ୍ତାରୁ ମୃତ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି ।

rourkela igh news
ଇସ୍ପାତ ନଗରୀରେ ଅଲୋଡା ନବଜାତ

ରାଉରକେଲା: ଇସ୍ପାତ ନଗରୀରେ ଅଲୋଡା ହେଲା ନବଜାତ । ଆଜି IGH ମୁଖ୍ୟ ଫାଟକ ନିକଟ ନାଳରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଶିଶୁ ମୃତଦେହ କେଉଁଠୁ ଆସିଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇସ୍ପାତ ନଗରୀରେ ଅଲୋଡା ନବଜାତ

ରାଉରକେଲା IGHର ମୁଖ୍ୟ ଫାଟକରୁ ଇସ୍ପାତ ହାଟ ଯିବା ରାସ୍ତାରେ ନବଜାତର ମୃତଦେହ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ନବଜାତ ମୃତ ଶିଶୁକୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଜମିଥିବା ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ପୋଲିସ ତରଫରୁ କୌଣସି ପ୍ରୟାସ କରାଯାଇନଥିଲା । ଏବେ ସୁଦ୍ଧା ମୃତ ନବଜାତ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ଆଜି ନବଜାତ ଶିଶୁ ଫିଙ୍ଗା ହୋଇ ଥିବା ମିଳିଛି। IGH ର ମୁଖ୍ୟ ଫାଟକ ରୁ ଇସ୍ପାତ ହାଟ ଯିବା ରାସ୍ତା ରେ ଫିଙ୍ଗା ହୋଇଛି। ଭିଡ଼ଭାଡ ଅଂଚଳ ହୋଇ ଥିବାରୁ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳି ଥିଲା କିନ୍ତୁ ଘଣ୍ଟା ଘଣ୍ଟା ଧରି ପୋଲିସ ଏହାକୁ ହଟାଇବା ପାଇଁ କୌଣସି ପ୍ରୟାସ କରି ନ ଥିଲା।

Body:ଏହି ନବଜାତ ସମ୍ପର୍କ ରେ କିଛି ସ୍ପଷ୍ଟ ହୋଇ ପରି ନାହିଁ କିନ୍ତୁ କିଏ ଆଣି ଏଠାରେ ଫିଙ୍ଗି ଦେଇ ଥିବା କୁହା ଯାଉଛି।

Conclusion:ମୁଖ୍ୟ ରାସ୍ତା ରେ ପଡି ରହି ଥିବା ନବଜାତ ଏଠାରେ ଫିଙ୍ଗା ହୋଇ ଥିଲା ନା କୁକୁର ଆଣିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.