ETV Bharat / state

ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ 86 ଟନ୍ ଅମ୍ଳଜାନ ରପ୍ତାନୀ - ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଅମ୍ଳଜାନ ରପ୍ତାନି

ସୁନ୍ଦରଗଡ ଜିଲ୍ଲା ସ୍ଥିତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ 86 ଟନ ଅକ୍ସିଜେନ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ପଠାଯାଇଛି । ଅଧିକ ପଢନ୍ତୁ....

ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ 86 ଟନ୍ ଅମ୍ଳଜାନ ରପ୍ତାନୀ

author img

By

Published : Apr 23, 2021, 10:49 PM IST

ସୁନ୍ଦରଗଡ: ଦେଶରେ ଦେଖାଦେଇଛି ଅକ୍ସିଜେନର ଘୋର ଅଭାବ । ଆଉ ଏହି ସମୟରେ ଆମ ରାଜ୍ୟରୁ ଅଭାବ ଥିବା ରାଜ୍ୟକୁ ରପ୍ତାନୀ ହୋଇଛି ଅକ୍ସିଜେନ । ସୁନ୍ଦରଗଡ ଜିଲ୍ଲା ସ୍ଥିତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆଜି(ଶୁକ୍ରବାର) 86 ଟନ ଅକ୍ସିଜେନ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ପଠାଯାଇଛି ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ 86 ଟନ୍ ଅମ୍ଳଜାନ ରପ୍ତାନୀ

କରୋନା ମୁକାବିଲା ପାଇଁ ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟ 86 ଟନ ଓଜନର ଅକ୍ସିଜେନ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶକୁ ପଠାଇଛି । କଡା ସୁରକ୍ଷା ମଧ୍ୟରେ ଏହି ଟ୍ୟାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । କୋରୋନା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକତା ଥିବାବେଳେ ଅନ୍ୟ ରାଜ୍ୟକୁ ପଠାଯାଇଛି ବୋଲି କହିଛନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପବ୍ଲିକ ରିଲେସନ ଅଫିସର ଅର୍ଚ୍ଚନା ଶତପଥୀ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.