ETV Bharat / state

ମାରଣାସ୍ତ୍ର ଦେଖାଇ ଲୁଟିନେଲେ 3 ଲକ୍ଷ

ରାଉରକେଲା ସହର ସ୍ଥିତ କଳୁଙ୍ଗା ଲ୍ୟାମ୍ପରେ ମାରଣାସ୍ତ୍ର ଦେଖାଇ ଜଣେ ମହିଳାଙ୍କ ଠାରୁ 3 ଲକ୍ଷ 97 ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବ୍ରାହ୍ମଣୀତରଙ୍ଗ ପୋଲିସର ଏ ଘଟଣା ତଦନ୍ତ କରୁଛି ।

author img

By

Published : Jun 28, 2019, 3:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଇସ୍ପାତ ନଗରୀରେ ମାତିଲେ ବାଇକ ଲୁଟେରା । କଳୁଙ୍ଗା ଲ୍ୟାମ୍ପରେ ମାରଣାସ୍ତ୍ର ଦେଖାଇ ଜଣେ 3 ଲକ୍ଷ 97 ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଏ ଘଟଣାରେ ବ୍ରାହ୍ମଣୀତରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଶୁକ୍ରବାର ସତ୍ୟଭାମା ବେହେରା ନାମକ ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଧରି ଆସୁଥିବା ବେଳେ କଳୁଙ୍ଗା ଲ୍ୟାମ୍ପ ଠାରେଏକ ମୋଟର ସାଇକେଲରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଟଙ୍କା ଛଡାଇ ନେଇଥିଲେ। ଏନେଇ ମହିଳା ଜଣଙ୍କ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ବ୍ରାହ୍ମଣୀତରଙ୍ଗ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-କଳୁଙ୍ଗା ଲମ୍ପସ ରୁ ଆଜି 3 ଲକ୍ଷ 95 ହଜ଼ାର ତାଙ୍କ ଲୁଟ ହୋଇଛି। ଆଜି ବ୍ୟାଙ୍କ ରୁ ଏହି ତାଙ୍କ ଧରି ଆସି ଥିବା ଲୋକଙ୍କୁ ପଲସର ମୋଟର ସାଇକଲ ରେ ଆସି ରିଭଲଭର ଦେଖାଇ ଟଙ୍କା ବ୍ୟାଗ ଲୁଟ କରି ଫେରାର ହୋଇ ଯାଇ ଥିଲେ।ଘଟଣା ର ଖବର ପାଇ କଳୁଙ୍ଗା ଫାଣ୍ଡି ତଥା ବ୍ରହ୍ମଣୀତରଙ୍ଗ ପୋଲିସ ଘଟଣା ତ ତଦନ୍ତ ଆରମ୍ଭ କରିଛିBody:ଅConclusion:ଅ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.