ETV Bharat / state

ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : May 23, 2021, 4:18 PM IST

ଜିଲ୍ଲା ତରଭା ଥାନା ନୂଆପାଲି ଗାଁର ଏକ ପଳାସ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ତରଭା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି । ଅଧିକ ପଢନ୍ତୁ...

womans-body-was-found-hanging-in-Subarnapur-police-are-still-investigating
ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଜିଲ୍ଲା ତରଭା ଥାନା ନୂଆପାଲି ଗାଁର ଏକ ପଳାସ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି(ରବିବାର) ଯୁବତୀଙ୍କ ଝୁଲନ୍ତା ମୃତଦେହ ଗାଁର ରଙ୍କମଣୀ ଖେତିଙ୍କ କ୍ଷେତର ପଳାସ ଗଛରେ ଏକ ଲେଂଙ୍ଗିସ ପେଣ୍ଟ ଲାଗି ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଘଟଣା ବିଷୟରେ ତରଭା ପୋଲିସକୁ ଖବର ଦେଇଥିଲେ ।

ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର

ଖବର ପାଇ ତରଭା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି । ତେବେ ମୃତ ଯୁବତୀ ଜଣକ ବିରବର ସିଂଙ୍କ 17 ବର୍ଷୀୟା ଝିଅ ରୀସ୍ନା ସିଂ ବୋଲି ଜଣାପଡିଛି ।

ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା ଦହ୍ୟା ନିକଟ ସିଂହପାଲିରେ ହୋଇଥିବାବେଳେ ସେ ନିଜ ମାମୁଁ ଘର ନୂଆପାଲି ଗାଁରେ ରହି ବଡ଼ଭଇରୋ କଲେଜରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.