ETV Bharat / state

ସୁବର୍ଣ୍ଣପୁରରେ ଟ୍ରାଫିକ ଧରପଗଡ ଆରମ୍ଭ; 4 ଗାଡି ସହ 97ହଜାର 500 ଟଙ୍କା ଜବତ - trafficing checking tight in subarnapur

ସୁବର୍ଣ୍ଣପୁରରେ ଜୋରଦାର ହେଉଛି ଟ୍ରାଫିକ ଚେକିଂ । ମଦ୍ୟପ ଗାଡି ଚଳାଉଥିବାବେଳେ 4 ଗାଡି ଜବତ । ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି 97500 ଟଙ୍କା ଜବତ କରିିଛି ଜିଲ୍ଲା ପରିବହନ ବିଭାଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଟ୍ରାଫିକ ଧରପଗଡ ଆରମ୍ଭ
ସୁବର୍ଣ୍ଣପୁରରେ ଟ୍ରାଫିକ ଧରପଗଡ ଆରମ୍ଭ
author img

By

Published : Dec 22, 2020, 12:10 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଟ୍ରାଫିକ ଧରପଗଡ । ଜିଲ୍ଲା ପରିବହନ ପକ୍ଷରୁ ଗାଡି ଯାଞ୍ଚକୁ ଜୋରଦାର କରାଯାଇଛି । ମୋଟର ଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ 4 ଟି ଗାଡି ଜବତ କରାଯାଇଛି । ଏଥିସହ 97 ହଜାର 5 ଶହ ଟଙ୍କା ଜରିମାନା ଆଦାୟ ହୋଇଛି ।

ସୁବର୍ଣ୍ଣପୁରରେ ଟ୍ରାଫିକ ଧରପଗଡ ଆରମ୍ଭ

ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥର ଆଇଟିଆଇ କଲେଜ ନିକଟରେ ପରିବହନ ବିଭାଗ ତରଫରୁ ଗାଡି ମୋଟର ଗୁଡିକ ଯାଞ୍ଚ କରାଯାଇଥିଲା । ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାଏକଙ୍କ ଉପସ୍ଥିତିରେ ଗାଡି ମୋଟରଗୁଡିକୁ ଯାଞ୍ଚ ହୋଇଥିଲା । ବିଶେଷ କରି ମଦ୍ୟପାନ ପରି ଗାଡି ଚଳାଉଥିବା ବେଳେ 4ଟି ଚାରିଚକିଆ ଗାଡି ଜବତ କରିଛି । ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇ 97500 ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଯାଞ୍ଚ ଆଗକୁ ଜାରି ରହିବ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.