ETV Bharat / state

ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳିଲେ କୋଶଳ ସମନ୍ୱୟ ସମିତି

ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ମୁଖ୍ୟ ଛକରେ କୋଶଳ ରାଜ୍ୟ ସମନ୍ଵୟ ସମିତିର କାର୍ଯ୍ୟକର୍ତ୍ତାମାନେ କୋଶଳ ପ୍ରଦେଶ ଦାବିରେ ଏହି ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ...

କୋଶଳ ପ୍ରଦେଶ ଗଠନ ପାଇଁ ଦାବି
କୋଶଳ ପ୍ରଦେଶ ଗଠନ ପାଇଁ ଦାବି
author img

By

Published : Apr 1, 2021, 1:16 PM IST

ସୁବର୍ଣ୍ଣପୁର: ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କଲେ କୋଶଲ ରାଜ୍ୟ ସମନ୍ଵୟ ସମିତି । ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ମୁଖ୍ୟ ଛକରେ କୋଶଳ ରାଜ୍ୟ ସମନ୍ଵୟ ସମିତିର କାର୍ଯ୍ୟକର୍ତ୍ତାମାନେ କୋଶଳ ପ୍ରଦେଶ ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।

କଳା ଦିବସ ପାଳିଲେ କୋଶଳ ସମନ୍ୱୟ ସମିତି

ଉତ୍କଳ ଦିବସକୁ କଳା ଦିବସ ବୋଲି କହି ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ କୋଶଳ ମୁକ୍ତି ସଂଗ୍ରାମ ଜାରି ରହିବ ବୋଲି ସମନ୍ବୟ ସମିତିର ଆବାହକ କିଶୋର କୁମାର ହୋତା କହିଛନ୍ତି ।

ଉତ୍କଳ ଦିବସକୁ ବିରୋଧ କରି କୋଶଳ ପ୍ରଦେଶ ଗଠନ ଦାବିରେ ପ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜନସାଧାରଣଙ୍କ ଭିତରେ କୋଶଳ ପ୍ରଦେଶ ଦାବୀ ଉପସ୍ଥାପନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.