ETV Bharat / state

କୋହଳ ହୋଇଛି ଲକଡାଉନ, ଜାରି ରହିଛି ପୋଲିସର କଡା ଚେକିଂ

author img

By

Published : Jun 4, 2020, 10:38 PM IST

ଜିଲ୍ଲାର ପ୍ରବେଶ ପଥରେ ପୋଲିସ ଏବେବି କଡାକଡି ଚେକିଂ କରୁଛି । ସହରର ତେଲ ନଦୀ ପୋଲ ପାଖରେ ଲୋକଙ୍କ ଯିବା ଆସିବା ଉପରେ ତୀକ୍ଷ୍ଣ ନଜର ରଖିଛି । ଅଧିକ ପଢନ୍ତୁ...

କୋହଳ ହୋଇଛି ଲକଡାଉନ, ଜାରି ରହିଛି ପୋଲିସର କଡା ଚେକିଂ
କୋହଳ ହୋଇଛି ଲକଡାଉନ, ଜାରି ରହିଛି ପୋଲିସର କଡା ଚେକିଂ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଯାଏଁ 16 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଜିଲ୍ଲାରେ ଲକଡାଉନ ବି କୋହଳ ହୋଇଛି ।

ହେଲେ ଜିଲ୍ଲାର ପ୍ରବେଶ ପଥରେ ପୋଲିସ ଏବେବି କଡାକଡି ଚେକିଂ କରୁଛି । ସହରର ତେଲ ନଦୀ ପୋଲ ପାଖରେ ଲୋକଙ୍କ ଯିବା ଆସିବା ଉପରେ ତୀକ୍ଷ୍ଣ ନଜର ରଖିଛି । ସେହିପରି ମାସ୍କ ପରିଧାନ, ସନ୍ଧ୍ୟା 7ଟାରେ ସହରର ଦୋକାନ ବଜାର ବନ୍ଦ ତଥା ଜନଗହଳି ଜାଗାରେ ସାମାଜିକ ଦୂରତା ରକ୍ଷା ଆଦି ଉପରେ ପୋଲିସ ସଚେତନ ହୋଇଛି ।

ଜିଲ୍ଲାର ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ କୋଭିଡ ଚିହ୍ନଟ ହେବା ପରେ ଗାଁରେ ପୋଲିସ ମୁତୟନ କରାଯାଇଛି । ସେହିପରି ଶୁଲିଆ ଗାଁର 90ଟି ପରିବାରକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.