ETV Bharat / state

ଉତ୍କଳ ବନ୍ଦନାରେ କମ୍ପିଲା ସାରା ସୁବର୍ଣ୍ଣପୁର - ସୁବର୍ଣ୍ଣପୁରରେ ବନ୍ଦେ ଉତ୍କଳ ଜନନୀ ଗାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭିଛି ବନ୍ଦେ ଉତ୍କଳ ଜନନୀର ସ୍ବର । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଗାନ୍ଧୀ ପଡିଆଠାରେ ସମସ୍ବରରେ ଉତ୍କଳ ବନ୍ଦନା ଗାନ କରିଥିଲେ ପ୍ରଶାସନିକ ଅଧିକାରୀ ଗଣ ।

utkal vandana in subarnapur, utkal vandana, subarnapur latest news, vande utkal janani recitation in subarnapur, vande utkal janani, ସୁବର୍ଣ୍ଣପୁରରେ ଉତ୍କଳ ବନ୍ଦନା, ଉତ୍କଳ ବନ୍ଦନା, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ବନ୍ଦେ ଉତ୍କଳ ଜନନୀ ଗାନ, ବନ୍ଦେ ଉତ୍କଳ ଜନନୀ
ଉତ୍କଳ ବନ୍ଦନାରେ କମ୍ପିଲା ସାରା ସୁବର୍ଣ୍ଣପୁର
author img

By

Published : May 30, 2020, 9:37 PM IST

Updated : May 31, 2020, 9:26 AM IST

ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭିଛି ବନ୍ଦେ ଉତ୍କଳ ଜନନୀର ସ୍ବର । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଗାନ୍ଧୀ ପଡିଆଠାରେ ସମସ୍ବରରେ ଉତ୍କଳ ବନ୍ଦନା ଗାନ କରିଥିଲେ ପ୍ରଶାସନିକ ଅଧିକାରୀ ଗଣ । ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଦେବୀ ପ୍ରସାଦ ଦାସଙ୍କ ସମେତ ସହରର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉତ୍କଳ ବନ୍ଦନାରେ କମ୍ପିଲା ସାରା ସୁବର୍ଣ୍ଣପୁର

ସେହିପରି ଘରେ ଘରେ ବି ଲୋକେ ଉତ୍କଳ ବନ୍ଦନା ଗାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ମଧ୍ୟ ଉତ୍କଳ ଜନନୀଙ୍କ ବନ୍ଦନା କରାଯାଇଛି । ତେବେ ଉତ୍କଳ ଜନନୀଙ୍କ ଏହି ବନ୍ଦନା କରି ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାବାସୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : May 31, 2020, 9:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.