ETV Bharat / state

ପ୍ରଥମ ଥର ସୁବର୍ଣ୍ଣପୁରରେ ସମ୍ବଲପୁରୀ ଫ୍ୟାଶନ ସୋ' - ସମ୍ବଲପୁରୀ ଫ୍ୟାସନ ସୋ'

ବିଶ୍ବବଜାରରେ ସୂକ୍ଷ୍ମ ସୂତା ଓ ରଙ୍ଗ ପାଇଁ ପରିଚିତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ରାମ୍ପରେ ଚାଲିଲେ ସୁବର୍ଣ୍ଣପୁରର କୁନିକୁନି ପିଲା । ପ୍ରଥମ ଥର ପାଇଁ ଏଭଳି ଏକ ସମ୍ବଲପୁରୀ ଫ୍ୟାସନ ସୋ'ରେ ଭାଗ ନେଇ ମଡେଲମାନେ ନିଆରା ଅନୁଭୂତି ନେଇଥିଲେ ।

Sambalpuri fashion show
ପ୍ରଥମ ଥର ସୁବର୍ଣ୍ଣପୁରରେ ସମ୍ବଲପୁରୀ ଫ୍ୟାସନ ସୋ'
author img

By

Published : Jan 13, 2020, 10:01 PM IST

ସୁବର୍ଣ୍ଣପୁର: ସହରର ସ୍ଥାନୀୟ ଟାଉନ ହଲ ଠାରେ ବିୟୁଟି ଜୋନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସମ୍ବଲପୁରୀ ଫ୍ୟାସନ ସୋ' ଆୟୋଜିତ ହୋଇଯାଇଛି। ଏଥିରେ ସହରର ପ୍ରାୟ 30 ଜଣ ନାବାଳକ ନାବାଲିକା ପ୍ରଥମ ଥର ପାଇଁ ଫ୍ୟାସନ ସୋ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସଂଯୋଜକ ବିକାଶ ମେହେରଙ୍କ ନେତୃତ୍ବରେ 3 ମାସ ଧରି ପ୍ରସ୍ତୁତି କରିବା ପରେ ମଡେଲମାନେ ବିଭିନ୍ନ ପ୍ରକାରର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରାମ୍ପରେ ଚାଲିଥିଲେ।

ପ୍ରଥମ ଥର ସୁବର୍ଣ୍ଣପୁରରେ ସମ୍ବଲପୁରୀ ଫ୍ୟାସନ ସୋ'

ବିଶ୍ବ ବଜାରରେ ସୂକ୍ଷ୍ମ ସୂତା ଓ ରଙ୍ଗ ପାଇଁ ପରିଚିତ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମଡେଲମାନେ ରାମ୍ପରେ ଚାଲିବାର ଦୃଶ୍ୟ ବେଶ ମନଲୋଭା ଓ ଆକର୍ଷଣୀୟ ଲାଗୁଥିଲା। ପ୍ରଥମ ଥର ପାଇଁ ଏଭଳି ଏକ ସମ୍ବଲପୁରୀ ଫ୍ୟାସନ ସୋ'ରେ ଭାଗ ନେଇ ମଡେଲମାନେ ନିଆରା ଅନୁଭୂତି ନେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ସ୍ଥାନୀୟ ଟାଉନ ହଲଠାରେ ବିଉଟି ଜୋନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସମ୍ବଲପୁରୀ ଫେସନ ସୋ ଆୟୋଜିତ ହୋଇ ଯାଇଛି।ଏଥିରେ ସହରର ପ୍ରାୟ 30 ଜଣ ବାଳକ ବାଳିକା ପ୍ରଥମ ଥର ପାଇଁ ଫେସନ ସୋ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସଂଯୋଜକ ବିକାଶ ମେହେରଙ୍କ ନେତୃତ୍ୱରେ 3 ମାସ ଧରି ପ୍ରସ୍ତୁତି କରିବା ପରେ ମଡେଲ ମାନେ ବିଭିନ୍ନ ପ୍ରକାରର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ବାଳକ ବାଳିକା ମାନେ ରେମ୍ପରେ କେଟ ୱାକ କରିଥିଲେ।

Body:ବିଶ୍ୱ ବଜାରରେ ସୂକ୍ଷ୍ମ ସୂତା ଓ ରଙ୍ଗ ପାଇଁ ପରିଚିତ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମଡେଲ ମାନେ ରେମ୍ପରେ ଚାଲିବାର ଦୃଶ୍ୟ ବେଶ ମନଲୋଭା ଓ ଆକର୍ଷଣୀୟ ଲାଗୁଥିଲା।ପ୍ରଥମ ଥର ପାଇଁ ଏଭଳି ଏକ ସମ୍ବଲପୁରୀ ଫେସନ ସୋ ରେ ଭାଗ ନେଇ ମଡେଲ ମାନେ ନିଆରା ଅନୁଭୂତି ନେଇଥିଲେମ

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
Edited visual plus bytes with voice over .
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.