ETV Bharat / state

ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବ ପୋଲିସର ଫ୍ଲାଗ ମାର୍ଚ୍ଚ - suabrnapur police flagmarch

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋରୋନା ସଂକ୍ରମଣ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଅଧିକ ପଢନ୍ତୁ...

suabrnapur-police-flagmarch-in-town-over-covid19
ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବ ପୋଲିସର ଫ୍ଲାଗ ମାର୍ଚ୍ଚ
author img

By

Published : Apr 15, 2020, 1:32 AM IST

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋରୋନା ସଂକ୍ରମଣ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ପୋଲିସ କର୍ମଚାରୀମାନେ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି ।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବ ପୋଲିସର ଫ୍ଲାଗ ମାର୍ଚ୍ଚ

ସଦର ଟାଉନ ଥାନା ସାମ୍ନାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପୋଲିସ କର୍ମଚାରୀଙ୍କୁ ଆଇନ ଶୃଙ୍ଖଳା ଉପରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଲକଡାଉନ ସମୟରେ ଅସହାୟ, ଗରିବ, ନିରାଶ୍ରୟ ଲୋକଙ୍କ ସମେତ ପଶୁପକ୍ଷୀଙ୍କୁ ବି ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ । ଆଇନ ଅମାନ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

କୋରୋନାକୁ ପ୍ରତିହତ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରବାସୀଙ୍କ ଭିତରେ ବ୍ୟାପକ ସଚେତନତା କରିଛନ୍ତି । ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ପୋଲିସ କର୍ମଚାରୀମାନେ ସହରରେ ଫ୍ଲାଗମାର୍ଚ୍ଚ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.