ETV Bharat / state

‘କ୍ରୀଡା ଭିତ୍ତିଭୂମିର ବିକାଶ ପ୍ରଶାସନର ଲକ୍ଷ୍ୟ’ - tate government aim to develop of sports infrastructure

ପ୍ରତିଯୋଗିତାରେ ସାମିଲ କ୍ରୀଡାବିତ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ପ୍ରଶାସନର ଲକ୍ଷ୍ୟ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ।

state-government-aim-to-develop-of-sports-infrastructure
ଖେଳ ଭିତ୍ତିଭୂମିର ବିକାଶ ପ୍ରଶାସନର ଲକ୍ଷ୍ୟ
author img

By

Published : Dec 20, 2019, 2:20 PM IST

ସୁବର୍ଣ୍ଣପୁର: ସହରର ଗାନ୍ଧୀ ପଡ଼ିଆ ଠାରେ ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପ୍ରତିଯୋଗିତାରେ ସାମିଲ କ୍ରୀଡାବିତ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ପ୍ରଶାସନର ଲକ୍ଷ୍ୟ ବୋଲି କହିଥିଲେ ଜିଲ୍ଲାପାଳ। ସୁବର୍ଣ୍ଣପୁରରେ ଅର୍ଦ୍ଧନିର୍ମିତ ଷ୍ଟାଡିୟମ ସମ୍ପୂର୍ଣ୍ଣ କରିବା ସହିତ ଖେଳାଳିଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଉତ୍ସବରେ କ୍ରୀଡାବିତ ଗୋରଖନାଥ ସାହୁ, କଇଁରୁ ସ୍ବାଇଁ, ଗୌରୀଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ। ଜାତୀୟସ୍ତରରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଏହି ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତ କଟକରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବରେ ଯୋଗଦେବେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଗାନ୍ଧୀ ପଡ଼ିଆ ଠାରେ ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି।ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଏହି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦଘାଟନ କରିଥିଲେ।ପ୍ରତିଯୋଗିତାରେ ସାମିଲ କ୍ରୀଡାବିତ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ପ୍ରଶାସନର ଲକ୍ଷ୍ୟ ବୋଲି କହିଥିଲେ।ସହରରେ ଅଧନିର୍ମିତ ଷ୍ଟାଡିୟମ ସମ୍ପୂର୍ଣ୍ଣ କରିବା ସହିତ ଖେଳାଳୀ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।

Body:ଏହି ପ୍ରତିଯୋଗୀତା ଉତ୍ସବରେ କ୍ରୀଡାବିତ ଗୋରେଖନାଥ ସାହୁ , କଇଁରୁ ସ୍ବାଇଁ , ଗୋୖରୀଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ।ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।ଏହି ପ୍ରତିଯୋଗୀତରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତମାନେ କଟକରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବରେ ଯୋଗଦେବେ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.