ETV Bharat / state

ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ - ଗଣଶିକ୍ଷା ବିଭାଗର ମୁଖ୍ୟ ନିର୍ଦ୍ଦେଶକ ସୁବର୍ଣ୍ଣପୁର ଗସ୍ତ

ରାଜ୍ୟ ଗଣଶିକ୍ଷା ବିଭାଗର ମୁଖ୍ୟ ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟ ପରିବେଶକୁ ସରସ ସୁନ୍ଦର କରାଯାଇଥିବାରୁ ପୁରାତନ ଛାତ୍ର ସଂଘକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

school and mass education director visit subarnapur
ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ
author img

By

Published : Apr 5, 2021, 12:23 PM IST

ସୁବର୍ଣ୍ଣପୁର: ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସୁବର୍ଣ୍ଣପୁର ଗସ୍ତ । ରାଜ୍ୟ ଗଣଶିକ୍ଷା ବିଭାଗର ମୁଖ୍ୟ ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ

ଗଣଶିକ୍ଷା ବିଭାଗର ମୁଖ୍ୟ ନିର୍ଦ୍ଦେଶକ ସୁବର୍ଣ୍ଣପୁର ଜିଲଲ୍ଲାର ସମଲେଇଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟ ଓ ଶୈକ୍ଷିକ ପରିବେଶ ଦେଖି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପରିବେଶକୁ ସରସ ସୁନ୍ଦର କରାଯାଇଥିବାରୁ ପୁରାତନ ଛାତ୍ର ସଂଘକୁ ପ୍ରଶଂସା କରିବା ସହିତ ସଂଘର ସଦସ୍ୟମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ଭବିଷ୍ୟତର ସୁନାଗରିକ ଭାବେ ଛାତ୍ରଛାତ୍ରୀମାନଙ୍କୁ ଗଢି ତୋଳିବା ପାଇଁ କେବଳ ଶିକ୍ଷକ ଶିକ୍ଷୟତ୍ରୀ ନୁହେଁ ,ପୁରାତନ ଛାତ୍ରଛାତ୍ରୀ ,ଅଭିଭାବକ ଅଭିଭାବିକାଙ୍କ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ,ଜିଲ୍ଲା ଶିକ୍ଷା ଅଧିକାରୀ ପୁପ୍ପା ମିଞ୍ଜ ପ୍ରମୁଖ ସାମିଲ ହୋଇ ନିର୍ଦ୍ଦେଶକ ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.