ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ, ମହିଳା ମୃତ

ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 18, 2020, 2:47 PM IST

ସଡକ ଦୁର୍ଘଟଣାରେ ଜଣେ ମୃତ
ସଡକ ଦୁର୍ଘଟଣାରେ ଜଣେ ମୃତ

ସୁବର୍ଣ୍ଣପୁର: ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ସଡକ ଦୁର୍ଘଟଣାରେ ଜଣେ ମୃତ

57ନମ୍ବର ଜାତୀୟ ରାଜପଥର ବଲାଙ୍ଗିରରୁ ସୋନପୁର ଆସୁଥିବା ଏକ ପିକଅକ ଭ୍ୟାନ ସୁକାନ୍ତି କଲେଜ ଛକ ନିକଟରେ ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ ହେଲେ ସେଲଡି ଗାଁର 35ବର୍ଷୀୟ ଲକ୍ଷ୍ମୀ ସେଠୀ । ଲକ୍ଷ୍ମୀ ଓ ତାଙ୍କ ଭାଇ ବାଇକରେ ନିଜ ଗାଁ ଜାନପୁରାକୁ ଆସୁଥିଲେ । ଉଭୟଙ୍କୁ ଗୁରୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା । ବାଇକ ଚାଲକ ଶେଷଦେବ ସେଠୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.