ETV Bharat / state

ନିୟମ ମାନୁ ନାହାନ୍ତି ପ୍ରବାସୀ ଶ୍ରମିକ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସ୍ବେଚ୍ଛାସେବୀ - ସୁବର୍ଣ୍ଣପୁର ସଙ୍ଗରୋଧ କେନ୍ଦ୍ର

ସଙ୍ଗରୋଧ କେନ୍ଦ୍ରରେ ଅଳ୍ପ କିଛିଦିନ ରହି ବାହାରେ ବୁଲୁଛନ୍ତି ପ୍ରବାସୀ ଶ୍ରମିକ । ଏପରିକି ପ୍ରବାସୀ ଶ୍ରମିକ ସଙ୍ଗରୋଧ କେନ୍ଦ୍ରରୁ ତାଙ୍କ ଘରକୁ ପଠାଯିବା ପରେ କେନ୍ଦ୍ରକୁ ସାନିଟାଇଜ କରାଯାଉନାହିଁ । ଏପରି କିଛି ଅଭିଯୋଗ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ସ୍ବେଚ୍ଛାସେବୀମାନେ ।

ନିୟମ ମାନୁ ନାହାନ୍ତି ପ୍ରବାସୀ ଶ୍ରମିକ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସ୍ବେଚ୍ଛାସେବୀ

author img

By

Published : Jun 8, 2020, 1:16 PM IST

ସୁବର୍ଣ୍ଣପୁର: ଜିଲ୍ଲା ତରଭା ସହରର ସ୍ବେଚ୍ଛାସେବୀମାନେ କୋରୋନା ଗାଇଡ଼ ଲାଇନ ଅନୁଯାୟୀ ପ୍ରଶାସନ ଆବଶ୍ୟକ ସେବା ଯୋଗାଇ ଦେବାକୁ ତହସିଲଦାରଙ୍କ ପାଖରେ ଦାବି କରିଛନ୍ତି।

ନିୟମ ମାନୁ ନାହାନ୍ତି ପ୍ରବାସୀ ଶ୍ରମିକ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସ୍ବେଚ୍ଛାସେବୀ

ବ୍ଲକର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ ମାନେ ଅଳ୍ପ କିଛିଦିନ ରହି ସଙ୍ଘରୋଧ କେନ୍ଦ୍ରରୁ ପଳେଇ ଆସି ବାହାରେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏପରିକି ପ୍ରବାସୀ ଶ୍ରମିକ ମାନଙ୍କୁ ତରଭା ଅସ୍ଥାୟୀ ଟ୍ରାନଜିଟ ସେଣ୍ଟରରେ ରଖି ବିଭିନ୍ନ ବ୍ଲକକୁ ପଠାଯିବା ପରେ କେନ୍ଦ୍ରକୁ ସାନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି।

ଗାଇଡ଼ ଲାଇନକୁ କଡାକଡି ଲାଗୁ କରିବା ପାଇଁ ଦାବି କରାଯାଇଛି । ତରଭାବାସୀଙ୍କ ସୁଖକର ଜୀବନ ଯାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ଭୋଲା ବର୍ମାଙ୍କ ନେତୃତ୍ତ୍ବରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.