ETV Bharat / state

ସୁରେଶ୍ୱରୀଙ୍କ ଭୁବନେଶ୍ୱରରୀ ବେଶ - maa sureswari in bhairavi avtar

ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରେ ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଗୁରୁବାର ଭୈରବୀ ବେଶରେ ଦର୍ଶନ ଦେବେ ମା’ ସୁରେଶ୍ବରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 3, 2019, 4:41 PM IST

ସୁବର୍ଣ୍ଣପୁର: ବୁଧବାର ଭୁବନେଶ୍ଵରୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସୁରେଶ୍ବରୀ । ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରେ ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ମା’ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କର ବେଶ ଭିଡ଼ ଜମିଥିଲା। ଗୁରୁବାର ଭୈରବୀ ବେଶରେ ଦର୍ଶନ ଦେବେ ମା’ ସୁରେଶ୍ବରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା , ଷୋଡଶୀ , ଧୂମାବତୀ ,କାଳୀ ଆଦି ବେଶରେ ଦର୍ଶନ ଦେଇଛନ୍ତି। ଗୁରୁବାର ଦେବୀ ମା ଭୈରବୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ସେହିପରି ଆଗକୁ ଦୁର୍ଗା, ମାତଙ୍ଗୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଆଜି ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।ଦେବୀ ମାଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କର ବେଶ ଭିଡ଼ ଜମିଥିଲା।ଦେବୀ ମା ଆଜି ଭୁବନେଶ୍ଵରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନକୁ ଦର୍ଶନ ଦେଇଥିଲେ।ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା , ଷୋଡଶୀ , ଧୂମାବତୀ ,କାଳୀ ଆଦି ବେଶରେ ଦର୍ଶନ ଦେଇଛନ୍ତି।ଆସନ୍ତାକାଲି ଦେବୀ ମା ଭୈରବୀ ବେଶ ଧାରଣ କରିବେ।

Body:ସେହିପରି ଆଗକୁ ଦୁର୍ଗା , ମାତଙ୍ଗୀ ଓ ରାଜରାଜେଶ୍ୱରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ।ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.