ETV Bharat / state

ବଜାରରେ ମାସ୍କ ଅଭାବ, ଯୋଗାଇବେ ସ୍ବୟଂ ସହାୟକ ଗୋଷ୍ଠୀ - ଯୋଗାଇବେ ସ୍ବୟଂ ସହାୟକ ଗୋଷ୍ଠୀ

କୋରୋନା ପାଇଁ ଜନସାଧାରଣଙ୍କ ମାସ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାସ୍କ ତିଆରିର ଦାୟିତ୍ବ ଦେଇଛି । ଅଧିକ ପଢନ୍ତୁ..

ବାଜରରେ ମାସ୍କ ଅଭାବ, ଯୋଗାଇବେ ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Mar 23, 2020, 8:58 PM IST

ସୁବର୍ଣ୍ଣପୁର: ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାସ୍କ ତିଆରି କରିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛନ୍ତି।

ବାଜରରେ ମାସ୍କ ଅଭାବ, ଯୋଗାଇବେ ସ୍ବୟଂ ସହାୟକ ଗୋଷ୍ଠୀ

କୋରୋନା ପାଇଁ ଜନସାଧାରଣଙ୍କ ଭିତରେ ଭୟ ସୃଷ୍ଟି ହୋଇଥିବାବେଳେ ବଜାରରେ ମାସ୍କର ବେଶ ଚାହିଦା ରହିଛି । ଲୋକେ ବିଭିନ୍ନ ଔଷଧ ଦୋକାନଗୁଡ଼ିକୁ ଯାଇ ମାସ୍କ ଖୋଜୁଛନ୍ତି। ହେଲେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମିଳୁ ନଥିବାରୁ ଘରକୁ ନିରାଶ ହୋଇ ଫେରୁଛନ୍ତି।

କୋରୋନା ପାଇଁ ଜନସାଧାରଣଙ୍କ ମାସ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାସ୍କ ତିଆରିର ଦାୟିତ୍ବ ଦେଇଛି । ଖୁବଶୀଘ୍ର ବଜାରରେ ଏହି ମାସ୍କ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.