ETV Bharat / state

ଯଦୁମଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତକୁ କୋର୍ଟ ଚାଲାଣ - Jaudmani murder case

ଗତ 22 ତାରିଖ ମଧ୍ୟାହ୍ଣରେ "ବ୍ରଜଭୂମି ରାଇସ ମିଲର" ଯଦୁମଣୀ ଭୋଇଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସୁଶାନ୍ତ ଗୁରୁ ।  ହତ୍ୟାକାଣ୍ଡ ରଚିବା ପରେ ସେ ଫେରାର ହୋଇଯାଇଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର
author img

By

Published : Aug 27, 2019, 3:11 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶରଧାପାଲି ଉମା ଢାବାରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର

ଗତ 22 ତାରିଖ ମଧ୍ୟାହ୍ଣରେ "ବ୍ରଜଭୂମି ରାଇସ ମିଲର" ଯଦୁମଣୀ ଭୋଇଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସୁଶାନ୍ତ ଗୁରୁ । ହତ୍ୟାକାଣ୍ଡ ରଚିବା ପରେ ସେ ଫେରାର ହୋଇଯାଇଥିଲା । ମାତ୍ର ଜିଲ୍ଲା ସଦର ଥାନା ଆଜି ବିଭିନ୍ନ ଜାଗା ଚଢାଉ କଲା ପରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ବ୍ୟକ୍ତିଗତ କଳହ ଯୋଗୁଁ ହତ୍ୟା ଘଟିଥିବା ପୋଲିସ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶରଧାପାଲି ଉମା ଢାବାରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।ଅଭିଯୁକ୍ତ ତରଭା ସହରର ସୁଶାନ୍ତ ଗୁରୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ।ଗତ 22 ତାରିଖ ମଧ୍ୟାନ୍ନରେ ବ୍ରଜଭୂମୀ ରାଇସ ମିଲର ଯଦୁମଣୀ ଭୋଇ ଖାଇ ବସିଥିବା ସମୟରେ ପାଟିତୁଣ୍ଡ ହେବାରୁ ଯଦୁମଣିକୁ ଏକ ରଡ ଯୋଗେ ଆକ୍ରମଣ କରିଥିଲା ।ଯଦୁମଣୀ ରକ୍ତାକ୍ତ ହୋଇ ତଳେ ପଡି ଯାଇଥିଲା ଓ ତାକୁ ଢାବା କର୍ମଚାରୀମାନେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଯଦୁମଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଯଦୁମଣୀଙ୍କ ଭାଇ ପୁରନ୍ଦର ଭୋଇଙ୍କ ଲିଖିତ ଏତାଲା ଉପରେ ପୋଲିସ ଘଟଣାର ଅନୁସଂଧାନ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ଯାଗାରେ ଚଢାଉ କରିଥିଲା ।ହେଲେ ଫେରାର ଅଭିଯୁକ୍ତ ସୁଶାନ୍ତକୁ ପୋଲିସ ଗିରଫ କରିବାରେ ସଫଳ ହେବା ସହିତ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏହି ଲୋମହର୍ଷଣ କାରୀ ହତ୍ୟାକାଣ୍ଡର ସୂଚନା ଦେବା ସହିତ ଟାଉନ ଥାନା ପୋଲିସର ସଫଳତା ପାଇଁ ତଦନ୍ତକାରୀ ଟିମକୁ ପ୍ରଶଂସା କରିଛନ୍ତି ।Body:ବାଇଟ-1-ଦେବୀ ପ୍ରସାଦ ଦାସ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.