ETV Bharat / state

ଅପରେସନ ମୁସ୍କାନ-3ରେ 4 ଶିଶୁ ଶ୍ରମିକ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚାଲିଥିବା ମୁସ୍କାନ-3 ଅଭିଯାନରେ ଚାରି ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର
author img

By

Published : Aug 28, 2019, 4:32 PM IST

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚାଲିଥିବା ମୁସ୍କାନ-3 ଅଭିଯାନରେ ଚାରି ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ତତ୍ବାବଧାନରେ ପୋଲିସ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଛି । ସହରରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଆଗରେ ହାଜର କରାଯାଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର

ତେବେ ଏହି ଶିଶୁ ଶ୍ରମିକମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଓ ପଡୋଶୀ ବୌଦ୍ଧ ଜିଲ୍ଲାର ତିନିଜଣ । ଅନ୍ୟପଟେ ଜିଲ୍ଲାର ଉକ୍ତ ନାବାଳକକୁ ତାର ଅଭିଭାବକକୁ ହସ୍ତାନ୍ତର କରାଯାଇଛି । ସେହିପରି ବୌଦ୍ଧ ଜିଲ୍ଲାର ତିନି ଶିଶୁଙ୍କ ସୁରକ୍ଷା ଓ ହସ୍ତାନ୍ତର ପାଇଁ ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟୀ ପକ୍ଷରୁ ଚାଲିଥିବା ମୁସ୍କାନ-3 ଅଭିଯାନରେ ଚାରି ଜଣ ବାଳ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ତତ୍ବାବଧାନରେ ପୋଲିସ ଦଳ ସହରର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ ।ସହରରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟୀ ଆଗରେ ହାଜର କରିଥିଲେ ।ଜିଲ୍ଲାର ଜଣେ ଓ ପଡୋଶୀ ବୌଦ୍ଧ ଜିଲ୍ଲାର ତିନିଜଣ ଶିଶୁଙ୍କୁ କମିଟୀ ଆଗରେ ହାଜର କରାଯାଇଥିଲା ।ଜିଲ୍ଲାର ଜଣେ ଅଭିଭାବକକୁ ଡକାଇ ଶିଶୁ ଶ୍ରମିକ ଜଣକୁ ହସ୍ତାନ୍ତର କରିଥିବା ବେଳେ ବୌଦ୍ଧ ଜିଲ୍ଲାର ଶିଶୁ ସୁରକ୍ଷା କମିଟୀକୁ ତିନି ଜଣ ଶିଶୁଙ୍କ ସୁରକ୍ଷା ଓ ହସ୍ତାନ୍ତର ପାଇଁ ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟୀକୁ ସୂଚନା ପ୍ରଦାନ କରାଯାଇଥିବା କହିଛନ୍ତି ।ବାଳ ଶ୍ରମିକ ଉଦ୍ଧାର ଅଭିଯାନକୁ ବ୍ୟାପକ କରାଯିବା ସହିତ ଜିଲ୍ଲାର ସମସ୍ତ ସହରରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଉଭୟ ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ଶ୍ରମିକ କମିଟୀ ନିଷ୍ପତ୍ତି ନେଇଥିବା ଜଣା ପଡିଛି ।
Body:ବାଇଟ-1-ହିଂମାଶୁ ଭୂଷଣ ନାୟକ ,ଅଧ୍ୟକ୍ଷ ,ଜିଲ୍ଲା ଶିଶୁ ମଂଗଳ କମିଟୀ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.