ETV Bharat / state

ସୁବର୍ଣ୍ଣପୁର ବନ୍ୟା ପ୍ରଭାବ: ଏବେବି କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ - ଗମନାଗମନ

ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟକଇଁତରାର ରାସ୍ତାରେ ଚାଲୁଥିବା ବନ୍ୟା ପାଣି କମିଯିବା ଫଳରେ ଏବେ ଯାତାୟାତ ସ୍ବାଭାବିକ ହୋଇଛି । ମାତ୍ର କିଛି କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 14, 2019, 10:44 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି ।ଏବେ ବି ବାଉରୀ ଯୋର ନାଳ ଉପରେ ପ୍ରାୟ ତିନି ଫୁଟର ପାଣି ଚାଲୁଥିବାରୁ ବୀରମହାରାଜପୁରରୁ-ବଉଦ ଓ ରେଢାଖୋଲକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସେହିପରି ମହାନଦୀର ବନ୍ୟା ପାଣିରେ ଧର୍ମଶାଳା ନିକଟରେ ଥିବା ମୁଣ୍ଡୋଘାଟ ପୋଲ ଉପରେ ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ରକସା ପୋଲ ଦେଇ ବୀରମହାରାଜପୁରକୁ ଯାତାୟତ କରୁଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟକଇଁତରାର ରାସ୍ତାରେ ଚାଲୁଥିବା ବନ୍ୟା ପାଣି କମିଯିବା ଫଳରେ ଏବେ ଯାତାୟାତ ସ୍ବାଭାବିକ ହୋଇଛି । ହେଲେ ତରଭା ବ୍ଳକର ସୁରୁବାଲି , ନିବୃତ୍ତି ଓ ତେଲନଦୀର ବଢିପାଣି ଯୋଗୁଁ ତରଭା ବ୍ଳକର ଚାରଭଟା, ବ୍ରାହ୍ମଣୀ ଆଦି ଗାଁ ପାଣି ଘେରରେ ରହିଛି ।

ତରଭା ସହର ଓ ବ୍ଳକର ବିଭିନ୍ନ ଯାଗାରେ ବନ୍ୟା ପୀଡିତଙ୍କ ପାଇଁ ସାତୋଟି ରିଲିଫ କେନ୍ଦ୍ର ଖୋଲା ଯାଇଛି । ପ୍ରାୟ 10 ହଜାରରୁ ଅଧିକ ଲୋକ ଏହି ରିଲିଫ କେନ୍ଦ୍ର ଗୁଡିକରେ ରହିଛନ୍ତି । ଏବେ ବି ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ସପ୍ତାହେ ଯାଏଁ ବନ୍ୟା ପୀଡିତଙ୍କୁ ରିଲିଫ ଯୋଗାଇ ଦେବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଓ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁରୁବାଲି ଯୋରର ପାଣିରେ ମାଲିଶ୍ରୀଗିଡି , ତୁରେଇକେଲାର ନଦୀବନ୍ଧ ଭାଙ୍ଗିଯିବା ଫଳରେ ଯୋର ନିକଟବର୍ତ୍ତୀ ଗାଁ ଗୁଡିକରେ ବନ୍ୟାଜଳ ପଶିଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ କର୍ମଚାରୀମାନେ ବନ୍ୟା ପୀଡିତଙ୍କ ପାଖକୁ ଯାଇ ଅଭାବ ଅସୁବିଧା ବୁଝୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ଧିରେ ଧିରେ ସୁଧାର ହେଉଛି ।ଏବେ ବି ବାଉରୀ ଯୋର ନାଳ ଉପରେ ପ୍ରାୟ ତିନି ଫୁଟର ପାଣି ଚାଲୁଥିବାରୁ ବୀରମହାରାଜପୁରରୁ ବଉଦ ଓ ରେଡାଖୋଲ ଗମନା ଗମନ ବାଧାପ୍ରାପ୍ତ ହୋଇଛି ।ସେହିପରି ମହାନଦୀର ବଢି ପାଣିରେ ଧର୍ମଶାଳା ନିକଟରେ ଥିବା ମୁଣ୍ଡୋଘାଟ ପୋଲ ଉପରେ ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ରକସା ପୋଲ ଦେଇ ବୀରମହାରାଜପୁରକୁ ଯିବା ଆସିବା କରୁଛନ୍ତି ।ସୁବର୍ଣ୍ଣପୁର ବଲାଂଗିର 57 ନମ୍ବର ଜାତୀୟ ରାଜପଥର ଘାଟକଇଁତରାର ରାସ୍ତାରେ ଚାଲୁଥିବା ବନ୍ୟା ପାଣି କମିଯିବା ଫଳରେ ଏବେ ଯାତାୟାତ ସ୍ବାଭାବିକ ଅବସ୍ଥାକୁ ଫେରିଛି ।ହେଲେ ତରଭା ବ୍ଳକର ସୁରୁବାଲି ,ନିବୃତ୍ତି ଓ ତେଲନଦୀର ବଢିପାଣି ଯୋଗୁଁ ତରଭା ବ୍ଳକର ଚାରଭଟା ,ବ୍ରାହ୍ମଣୀ ଆଦି ଗାଁ ପାଣି ଘେରରେ ରହିଛି ।Body:।ତରଭା ସହର ଓ ବ୍ଳକର ବିଭିନ୍ନ ଯାଗାରେ ବନ୍ୟା ପୀଡିତଙ୍କ ପାଇଁ ସାତୋଟି ରିଲିଫ କେନ୍ଦ୍ର ଖୋଲା ଯାଇଛି ।ପ୍ରାୟ 10 ହଜାରରୁ ଅଧିକ ଲୋକ ଏହି ରିଲିଫ କେନ୍ଦ୍ର ଗୁଡିକରେ ରହିଛନ୍ତି ।ଏବେ ବି ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଛି ।ଜିଲ୍ଲାପାଳ ମନୀଷା ବାନାର୍ଜୀ ସପ୍ତାହେ ଯାଏଁ ବନ୍ୟା ପୀଡିତଙ୍କୁ ରିଲିଫ ଯୋଗାଇ ଦେବା ପାଇଁ ପଂଚାଯତ କର୍ତ୍ତୃପକ୍ଷ ଓ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।ସୁରୁବାଲି ଯୋରର ପାଣିରେ ମାଲିଶ୍ରୀଗିଡି ,ତୁରେଇକେଲାର ନଦୀବନ୍ଧ ଭାଂଗିଯିବା ଫଳରେ ଯୋର ନିକଟବର୍ତ୍ତି ଗାଁଗୁଡିକରେ ବନ୍ୟାଜଳ ପଶି ଯାଇଛି ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ କର୍ମଚାରୀମାନେ ବନ୍ୟା ପୀଡିତଙ୍କ ପାଖକୁ ଯାଇ ଅଭାବ ଅସୁବିଧା ବୁଝୁଛନ୍ତି ।ଆଜି ବର୍ଷାର ଜୋର ନ ଥିବାରୁ ଜୀବନ ଯାତ୍ରା ଧିରେ ଧିରେ ସ୍ବାଭାବିକ ହେଉଛି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.