ETV Bharat / state

କୋରୋନା ମୁକାବିଲା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ - ସାନିଟାଇଜର ସିଞ୍ଚନ

ବିଶ୍ବରେ କାୟା ବିସ୍ତାର କରୁଥିବା କୋରୋନା ଭୂତାଣୁର ସଂକ୍ରମଣରୁ ବର୍ତ୍ତିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ । ଅଧିକ ପଢନ୍ତୁ...

Sanitary spraying at the district main hospital
କୋରୋନା ମୁକାବିଲା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ
author img

By

Published : Mar 29, 2020, 10:29 PM IST

ସୁବର୍ଣ୍ଣପୁର: କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପୂର୍ଣ୍ଣ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ କରାଯାଇଥିଲା । ସଦର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରତ୍ୟେକ ୱାର୍ଡରୁ ଆରମ୍ଭ କରି ଚିକିତ୍ସାଳୟର ବର୍ହିଃବିଭାଗକୁ ବି ସାନିଟାଇଜ କରିଥିଲେ ।

କୋରୋନା ମୁକାବିଲା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ

ଏପରିକି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ଟାଙ୍କିରେ ଆନୁପାତିକ ମାତ୍ରାରେ ହାଇଡ୍ରୋକ୍ଲୋରାଇଡ ସୋଲୁସନକୁ ମିଶାଇ ଡିସଇନଫେକ୍ସନ କରିଥିଲେ । ରବିବାର ଠାରୁ ପ୍ରତ୍ୟେକ ଦିନ ଏହି ଡିସଇନଫେକ୍ସନ କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର ଗୁଡିକ ବି ସାନିଟାଇଜ କରିବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି ।

Sanitary spraying at the district main hospital
କୋରୋନା ମୁକାବିଲା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସିଞ୍ଚନ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.