ETV Bharat / state

ସ୍ବଚ୍ଛପାଣି ଦାବିରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଘେରିଲେ ବନ୍ଧକେଡା ଗ୍ରାମବାସୀ

author img

By

Published : Oct 4, 2019, 5:31 PM IST

ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ବନ୍ଧକେଡା ଗ୍ରାମବାସୀ ସ୍ବଚ୍ଛ ପାଣି ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସ୍ବଚ୍ଛ ପାଣି ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ବନ୍ଧକେଡା ଗ୍ରାମବାସୀ ସ୍ବଚ୍ଛ ପାଣି ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ଗ୍ରାମବାସୀ ପ୍ରତିଦିନ ପୋଖରୀ ପାଣି ବ୍ୟବହାର କରୁଥିବାବେଳେ ପୋଖରୀ ଠିକାଦାର ବିଭିନ୍ନ ଦ୍ରବ୍ୟ ପକାଇ ପାଣି ଦୂଷିତ କରୁଥିବା ଅଭିଯୋଗ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମ ପଞ୍ଚାୟତ ତରଫରୁ ପୋଖରୀକୁ ମାଛ ଚାଷ କରିବା ପାଇଁ ଠିକା ଦିଆଯାଇଛି । ଠିକାଦାର ପୋଖରୀରେ ମାଛ ଚାଷ କରିଥିବା ବେଳେ ମାଛ ଖାଦ୍ୟ ଭାବରେ ଗୋବର, କୁକୁଡା ମଳ ଓ ରାସାୟନିକ ସାର ଆଦି ବ୍ୟାପକ ପରିମାଣରେ ବ୍ୟବହାର କରୁଛନ୍ତି ।

ଫଳରେ ପାଣି ଦୁର୍ଗନ୍ଧ ହେଉଥିବା ବେଳେ ଗାଧୋଇବା ଦ୍ବାରା କାଛୁ କୁଣ୍ଡିଆ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏବେଠୁ ପୋଖରୀ ନିଲାମ ବନ୍ଦ କରା ନଗଲେ ଗାଁରେ ପାନୀୟ ଓ ବ୍ୟବହାରିକ ଜଳର ଉତ୍କଟ ଅଭାବ ହେବ ବୋଲି ଗାଁ ଲୋକେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ବନ୍ଧକେଡା ଗାଁ ଲୋକେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗାଁର ସନ୍ଧିମହୁଲ ପୋଖରୀ ପାଣିକୁ ସ୍ବଛ ରଖିବା ଦାବୀରେ ଗାଁର ହଜାର ହଜାର ଜନସାଧାରଣ ଆନ୍ଦୋଳନ କରିଛନ୍ତି ।ଗାଁ ଲୋକେ ଦୈନନ୍ଦିନ ଜୀବନରେ ପୋଖରୀ ପାଣି ବ୍ୟବହାର କରୁଥିବା ବେଳେ ପୋଖରୀ ଠିକାଦାର ବିଭିନ୍ନ ଦ୍ରବ୍ୟ ପକାଇ ପାଣି ଦୂଷିତ କରୁଥିବା ଅଭିଯୋଗ କରିଛନ୍ତି ।ଗ୍ରାମ ପଂଚାୟତ ତରଫରୁ ପୋଖରୀକୁ ମାଛ ଚାଷ କରିବା ପାଇଁ ଠିକା ଦିଆଯାଇଛି ।ଠିକାଦାର ପୋଖରୀରେ ମାଛ ଚାଷ କରିଥିବା ବେଳେ ମାଛ ଖାଦ୍ୟ ଭାବରେ ଗୋବର ,କୁକୁଡା ମଳ ଓ ରାସାୟନିକ ସାର ଆଦି ବ୍ୟାପକ ପରିମାଣରେ ବ୍ୟବହାର କରୁଛି ।ଫଳରେ ପାଣି ଦୁର୍ଗନ୍ଧ ହେଉଥିବା ବେଳେ ଗାଧୋଇବା ଦ୍ବାରା କାଛୁ କୁଣ୍ଡିଆ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।ଏବେଠୁ ପୋଖରୀ ନିଲାମ ବନ୍ଦ କରା ନ ଗଲେ ଗାଁରେ ପାନୀୟ ଓ ବ୍ୟବହାରିକ ଜଳର ଉତ୍କଟ ଅଭାବ ହେବ ବୋଲି ଗାଁ ଲୋକେ କହିଛନ୍ତି ।Body:ପାଣିକୁ ସ୍ବଛ ରଖିବା ଦାବୀରେ ମାଛ ଠିକା ବନ୍ଦ କରିବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.