ETV Bharat / state

ଦୋକାନ ଖୋଲିବା ପାଇଁ ବାରିକ ସମାଜର ଏନଏସି କାର୍ଯ୍ୟାଳୟରେ ଦାବି - କୋରୋନା

ସାରା ଦେଶ ଲକଡାଉନ ଥିବା ବେଳେ ଦୋକାନ ଖୋଲିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଦାବି କରିଛନ୍ତି ବାରିକ ସମାଜ । ଅଧିକ ପଢନ୍ତୁ...

barber Society's demands opening of shop
ଦୋକାନ ଖୋଲିବା ପାଇଁ ବାରିକ ସମାଜଙ୍କର ଏନଏସି କାର୍ଯ୍ୟାଳୟରେ ଦାବି
author img

By

Published : May 1, 2020, 2:53 PM IST

ସୁବର୍ଣ୍ଣପୁର: କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ବାରିକ ସମାଜ ପକ୍ଷରୁ ଦୋକାନ ଖୋଲିବା ପାଇଁ ଦାବି ହୋଇଛି । ସଙ୍ଘ ସଭାପତି ତ୍ରିଲୋଚନ ବାରିକଙ୍କ ନେତୃତ୍ୱରେ ଶତାଧିକ ବାରିକ ଏନଏସି କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି ।

ଦୋକାନ ଖୋଲିବା ପାଇଁ ବାରିକ ସମାଜଙ୍କର ଏନଏସି କାର୍ଯ୍ୟାଳୟରେ ଦାବି

ଲକ ଡାଉନ ହୋଇ ଥିବାରୁ ବାରିକ ମାନଙ୍କ ଦୋକାନ ବନ୍ଦ ରହୁଛି। ଫଳରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବାରିକ ମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସହରରେ ଅଧିକାଂଶ ଦୋକାନ ବଜାରର ଖୋଲିଥିବା ବେଳେ ବାରିକ ଦୋକାନ ସବୁ ଖୋଲିବା ପାଇଁ ଅନୁମତି ମାଗିଛନ୍ତି। ଲକଡାଉନ କାରଣରୁ ଘର ଚଳାଇବା କଷ୍ଟସାଧ୍ୟ ହେଉଥିବାରୁ ସରକାରୀ ଆର୍ଥିକ ସହାୟତା ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.