ETV Bharat / state

ଆସନ୍ତା 27ରୁ ସମ୍ବଲପୁରରେ 19 ବର୍ଷରୁ କମ କୁଚବିହାର ଟ୍ରଫି ମ୍ୟାଚ - ଆୟୋଜକଙ୍କ ସୂଚନା

ଆସନ୍ତା 27ରୁ ସମ୍ବଲପୁରରେ 19 ବର୍ଷରୁ କମ କୁଚବିହାର ଟ୍ରଫିର ଓଡିଶା ଓ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ ଖେଳାଯିବ ।

sambalpur
ସମ୍ବଲପୁରରେ 19 ବର୍ଷରୁ କମ କୁଚବିହାର ଟ୍ରଫି ମ୍ୟାଚ
author img

By

Published : Dec 25, 2019, 9:58 AM IST

ସମ୍ବଲପୁର: ଆସନ୍ତା 27ରୁ ସମ୍ବଲପୁରରେ 19 ବର୍ଷରୁ କମ କୁଚ ବିହାର ଟ୍ରଫିର ଏକ ମ୍ୟାଚ ଖେଳାଯିବ । ଭିଏସଏସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଓଡିଶା ଓ ସୌରାଷ୍ଟ୍ର ମୁହାଁମୁହିଁ ହେବେ । ଏଥିପାଇଁ ପ୍ରସ୍ତୁତି ସରିଥିବା ନେଇ ଆୟୋଜକଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସମ୍ବଲପୁରରେ 19 ବର୍ଷରୁ କମ କୁଚବିହାର ଟ୍ରଫି ମ୍ୟାଚ

ଆଜି ଅପରାହ୍ନରେ ସୌରାଷ୍ଟ୍ର ଓ ଓଡିଶା ଟିମ ସମ୍ବଲପୁରରେ ପହଞ୍ଚିବ। ଏହାପରେ ସେମାନଙ୍କ ରହିବା ପାଇଁ ହୋଟେଲ ନିକି ଓ ହରଜିତ ରେସିଡେନ୍ସିରେ ବ୍ୟବସ୍ଥା କରାଯାଇଛି। ସେହିପରି ମ୍ୟାଚ ପାଇଁ ପିଚ ଓ ପଡିଆ କାମ ଜୋରସୋରରେ ଚାଲିଥିବା ଆୟୋଜକ ପ୍ରକାଶ କରିଛନ୍ତି । ଦିନରେ ମ୍ୟାଚ ହେଉଥିଲେ ମଧ୍ୟ ଷ୍ଟାଡିୟମରେ ଫ୍ଲଡ଼ ଲାଇଟର ବ୍ୟବସ୍ଥା କରାଯାଇଥିବା ଆୟୋଜକ ସୂଚନା ଦେଇଛନ୍ତି । ଏହି ମ୍ୟାଚ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଆସନ୍ତା 27 ରୁ 30 ଯାଏଁ ସମ୍ବଲପୁର ଭି ଏସ ଏସ ଷ୍ଟାଡିୟମରେ ହେବାକୁ ଯାଉଛି ଓଡିଶା ଓ ସୌରଷ୍ଟ୍ର ମଧ୍ୟରେ ଅଲ ଇଣ୍ଡିଆ କୁଚ ବିହାର ଅଣ୍ଡର 19 କ୍ରିକେଟ ମ୍ୟାଚ।ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିବାର ଆୟୋଜକ ଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Body:25 ତାରିଖ ଅପରାହ୍ଣ ରେ ଉଭୟ ସୌରଷ୍ଟ୍ର ଓ ଓଡିଶା ଟିମ ସମ୍ବଲପୁର ପହଞ୍ଚିବ।ଟିମ ରହିବା ପାଇଁ ହୋଟେଲ ନିକି ଓ ହରଜିତ ରେସିଡେନ୍ସି ରେ ବ୍ୟବସ୍ଥା କରାଯାଇଛି। ମ୍ୟାଚ ପାଇଁ ପିଚ ଓ ପଡିଆ କାମ ଜୋର ସୋର ରେ ଚାଲିଛି ବୋଲି କୁହାଯାଇଛି। ଏହା ସହ ଏଥର ଦିନ ସମୟରେ ମ୍ୟାଚ ହେଉଥିଲେ ମଧ୍ୟ ଷ୍ଟାଡିୟମରେ ଫ୍ଲଡ଼ ଲାଇଟ ର ବ୍ୟବସ୍ଥା କରାଯାଇଛି।

Conclusion:ଏଥର ଏକ ଭଲ ମ୍ୟାଚ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି।

ବାଇଟ-1-ଦୁଲାଲ ଚନ୍ଦ୍ର ପ୍ରଧାନ,ପ୍ରମୂଖ ସଦସ୍ୟ,ଓଡିଶା କ୍ରିକେଟ ଆସୋସିଏସନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.