ETV Bharat / state

କୋଭିଡ ଗାଇଡ଼ଲାଇନ ନ ମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁରରେ ଲାଗୁ ହେଲା ନୂଆ କୋଭିଡ ଗାଇଡଲାଇନ । ଅତି ଦରକାର ନଥିଲେ ଘରୁ ବହାରନ୍ତୁ ନାହିଁ ବୋଲି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅପିଲ କରିଛନ୍ତି । ଅଧିକ ପଢନ୍ତୁ

କୋଭିଡ ଗାଇଡ଼ଲାଇନ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

author img

By

Published : Jan 8, 2022, 1:02 PM IST

ସମ୍ବଲପୁର: ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ବେଳେ ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ ରାତ୍ରୀ 9ଟାରୁ ଲାଗୁ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି କୋଭିଡ ଗାଇଡ଼ଲାଇନ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାବାସୀଙ୍କୁ ଚେତାଇ ଦେଇଛନ୍ତି ।

କୋଭିଡ ଗାଇଡ଼ଲାଇନ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ
ଅତି ଦରକାର ନଥିଲେ ଘରୁ ବହାରନ୍ତୁ ନାହିଁ ବୋଲି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅପିଲ କରିଛନ୍ତି । ଏହାସହ କୋଭିଡ କଟକଣାକୁ କଡାକଡି ଭାବେ ମାନିବାକୁ କହିଛନ୍ତି ଜିଲ୍ଲାପାଳ । ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ଭିଡ଼ ହୁଏ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି 7 ଦିନ ଯାଏଁ ପ୍ରତିଷ୍ଠାନକୁ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କୋଭିଡ ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲାରେ ସବୁ ସୁବିଧା ରହିଛି ତେବେ ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନାଇଟ କର୍ଫ୍ୟୁ ଓ ଗାଇଡ଼ଲାଇନ ଅନୁପାଳନ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ମାଜିଷ୍ଟ୍ରେଟଙ୍କୁ ନେଇ ଟିମ ମଧ୍ୟ ଗଠନ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.