ETV Bharat / state

ସଦର ଥାନାରେ ନାବାଳକକୁ ରଖି ନିର୍ଯାତନା ଘଟଣା, ପୋଲିସ ଅଧିକାରୀଙ୍କୁ ବଦଳି

author img

By

Published : Aug 5, 2022, 6:41 PM IST

Updated : Aug 5, 2022, 6:46 PM IST

ସମ୍ବଲପୁର ସଦର ଥାନାରେ ନାବାଳକକୁ ନିର୍ଯ୍ୟାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ SP ବାତୁଲା ଗଙ୍ଗାଧର । ଥାନା ଅଧିକାରୀ ଜ୍ୟୋତ୍ସାରାଣୀ ବେହେରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି । ଅଧିକ ପଢନ୍ତୁ

ସଦର ଥାନାରେ ନାବାଳକକୁ ରଖି ନିର୍ଯାତନା ଘଟଣା, SPଙ୍କ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ଜିଲ୍ଲାର ସଦର ଥାନାରେ ନାବାଳକକୁ ନିର୍ଯାତନା ଦିଆଯିବା ଘଟଣା । ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଏସପି ବାତୁଲା ଗଙ୍ଗାଧର । ସଦର ଥାନା ଅଧିକାରୀ ଜ୍ୟୋତ୍ସାରାଣୀ ବେହେରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।

ଜିଲ୍ଲା ପୋଲିସ ମୁଖ୍ୟାଳୟ କାର୍ଯ୍ୟରତ ଇନ୍ସପେକ୍ଟର ଅନିତା ପଟ୍ଟନିଆକୁ ସଦର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ଥାନା ଅଧିକାରୀ ଜଣେ ନାବାଳକକୁ ୬ ଦିନ ଥାନା ଅଟକ ରଖିବା ସହ ୨ଦିନ ଧରି ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ସଦର ଥାନା ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 5, 2022, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.