ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ‘ଭାରତରତ୍ନ’ ପ୍ରଦାନ ଦାବି - ଭାରତରତ୍ନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି । ଏନେଇ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବ ସ୍ବେଚ୍ଛାସେବୀ ସଙ୍ଗଠନଅନୁଷ୍ଠାନ scan । ଅଧିକ ପଢନ୍ତୁ....

ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

author img

By

Published : Aug 14, 2021, 8:04 PM IST

ସମ୍ବଲପୁର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ଏହି ଦାବି କରିଛି ସୋସିଆଲ ଆଣ୍ଡ କଲଚରାଲ ଆଡଭାନ୍ସ ନେଟୱାର୍କ(scan) । ଶନିବାର ସମ୍ବଲପୁର ଭିଏସଏସ ମାର୍ଗସ୍ଥିତ ଏକ ହୋଟେଲରେ ସ୍କାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ଏହି ଦାବି ଉପସ୍ଥାପନ ହୋଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଦସ୍ତଖସ୍ତ ଅଭିଯାନ ଆରମ୍ଭ କରିବ ସଙ୍ଗଠନ ।

ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଆସନ୍ତାକାଲି ବା ସ୍ବାଧୀନତା ଦିବସରେ ଏହି ଅଭିଯାନର ଶୁଭାରମ୍ଭ ହେବ । ଯାହା ୨୦୨୨ ଜାନୁଆରୀ ୧୫ ଯାଏଁ ଚାଲିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରୁ ଏହାର ଶୁଭାରମ୍ଭ କରାଯିବ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଦୀର୍ଘ ୫ ମାସ ଧରି ଚାଲିବାକୁ ଥିବା ଦସ୍ତଖତ ଅଭିଯାନ ଓଡ଼ିଶାର 147ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସବୁ ଗାଁରେ କରାଯିବ । ଆସନ୍ତା ଜାନୁଆରୀ ୨୩ ତାରିଖରେ ସମସ୍ତ ଦସ୍ତଖତ ସମ୍ବଳିତ ପତ୍ରକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.