ETV Bharat / state

ଆସନ୍ତାକାଲି ହେବ ଟୀକାକରଣ, ଆଜି ଯିବ ମେସେଜ - ସମ୍ବଲପୁରରେ ଟୀକାକରଣ ପ୍ରସ୍ତୁତି

ଆସନ୍ତା 16ରେ ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହେବ । ଏଥିପାଇଁ ସମ୍ବଲପୁରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ...

vଆସନ୍ତାକାଲି ହେବ ଟୀକାକରଣ, ଆଜି ଯିବ ମେସେଜ
ଆସନ୍ତାକାଲି ହେବ ଟୀକାକରଣ, ଆଜି ଯିବ ମେସେଜ
author img

By

Published : Jan 15, 2021, 6:01 PM IST

ସମ୍ବଲପୁର: ଜିଲ୍ଲାରେ ପ୍ରଥମ କୋରୋନା ଟୀକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସମ୍ବଲପୁର CDMO ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 7 ଟି ସ୍ଥାନରେ ଏହି ଟୀକାକରଣ କରିବାର ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି ହେବ ଟୀକାକରଣ, ଆଜି ଯିବ ମେସେଜ

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଅଇଁଠାପାଲି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଧନକଉଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ହୀରାକୁଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବୁର୍ଲା ଭୀମସାର ମେଡ଼ିକାଲ, କୁଚିଣ୍ଡା ଉପଖଣ୍ଡ ହସ୍ପିଟାଲ ଓ ରେଢାଖୋଲ ଉପଖଣ୍ଡ ହସ୍ପିଟାଲରେ ଟୀକାକରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନଲାଇନରେ ଟୀକାକରଣ କାର୍ଯ୍ୟକ୍ରମର ଉଦଘାଟନ କରିବେ । ଏହାପରେ ସାରା ଦେଶରେ ଟୀକାକରଣ ଆରମ୍ଭ ହେବ । ତେବେ ଯେଉଁମାନେ ଟୀକା ନେବେ ସେମାନଙ୍କ ପାଖକୁ ଆଜି(ଶୁକ୍ରବାର)ରୁ ମେସେଜ ଯିବ ବୋଲି ସୂଚନା ଦେଇଛନ୍ତି CDMO ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.