ETV Bharat / state

ଭୀମସାରରେ ପୁଣି ପଶିଲା କୋରୋନା, ୨୯ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ - ଭୀମସାର ଛାତ୍ରଛାତ୍ରୀ କୋରୋନା ପଜିଟିଭ

ବୁର୍ଲା ଭୀମସାର ମେଡିକାଲ କଲେଜରେ ୨୯ ଡାକ୍ତରୀ ଛାତ୍ରଛାତ୍ରୀ କୋରୋନାରେ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ଭୀମସାରରେ ପୁଣି ପଶିଲା କୋରୋନା : ୨୯ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

author img

By

Published : Nov 23, 2021, 11:36 AM IST

Updated : Nov 23, 2021, 12:09 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ପୁଣି ପଶିଲା କୋରୋନା । କୋରୋନାରେ ସଂକ୍ରମିତ ହେଲେ ୨୯ ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ୨୨ ଜଣ ଛାତ୍ରୀ ରହିଥିବାବେଳେ ୭ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ତେବେ ଏହି ସଂଖ୍ୟା ଆଜି ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି ।

ଭୀମସାରରେ ପୁଣି ପଶିଲା କୋରୋନା, ୨୯ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ

କିଛି ଦିନ ପୂର୍ବେ ସମସ୍ତେ କଲେଜର ବାର୍ଷିକ ଉତ୍ସବରେ ଏକାଠି ଯୋଗ ଦେଇଥିଲେ | ସେଠାରୁ କୋଭିଡ ବ୍ଯାପିଥିବା ଅନୁମାନ କରାଯାଉଛି । ଅନ୍ୟପଟେ କିଛିଦିନ ପରେ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ସତ୍ତ୍ବେ ତାହା ହେବ କି ନାହିଁ ଜଣାପଡିନାହିଁ । ଏନେଇ କଲେଜ ଅଧ୍ୟକ୍ଷା ଜୟଶ୍ରୀ ଦୋରା କହିଛନ୍ତି ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରୀ ମାନଙ୍କୁ ଆଇସୋଲେସନରେ ରଖା ଯାଇଛି। ତେବେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 23, 2021, 12:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.