ETV Bharat / state

ସମ୍ବଲପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 29, 2020, 2:35 PM IST

ପୁଣି ସମ୍ବଲପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 8ରେ ପହଞ୍ଚିଛି।

corona
ସମ୍ବଲପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ପୁଣି ସମ୍ବଲପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 8ରେ ପହଞ୍ଚିଛି।

ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଗତ ମେ 19ରେ ମୁମ୍ବାଇରୁ ଫେରିଥିଲେ । ସେ ଯୁଜୁମୁରା ବ୍ଲକ କବରାପାଲି ସ୍ଥିତ ସରକାରୀ କ୍ବାରେଣ୍ଟିନ ସେଣ୍ଟରରେ ଥିଲେ।

ତାଙ୍କଠାରେ କୋରୋନାର କୌଣସି ଲକ୍ଷଣ ନଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତ ଜଣଙ୍କୁ କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.