ETV Bharat / state

ସମ୍ବଲପୁରରେ ଲୋକାୟୁକ୍ତଙ୍କ ସଚେତନତା କାର୍ଯ୍ୟକ୍ରମ - PEOPLE OF SAMBALPUR

ସାଧାରଣ ଜନତାଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ସଚେତନତା କରାଇଲେ ଓଡିଶା ଲୋକୟୁକ୍ତ ସଦସ୍ୟ । ଲୋକେ କିପରି ଆଇନର ସହାୟତା ପାଇବେ ସେନେଇ ଲୋକଙ୍କୁ ପରାମର୍ଶ ଦେଇଥିଲେ ଲୋକାୟୁକ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 29, 2019, 8:43 PM IST

ସମ୍ବଲପୁର: ଜିଲ୍ଲାର ତପସ୍ୱିନୀ ପ୍ରେକ୍ଷାଳୟରେ ଲୋକୟୁକ୍ତ ଅଦାଲତ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡିଶା ଲୋକାୟୁକ୍ତର ସଦସ୍ୟ ଜଷ୍ଟିସ ବିଜୟ କୁମାର ନାୟକ ଯୋଗ ଦେଇ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି ନିବାରଣ ପାଇଁ ଲୋକୟୁକ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଏହି ସଚେତନତା କର୍ମଶାଳାରେ ଓଡ଼ିଶା ଲୋକୟୁକ୍ତ ସଦସ୍ୟ ଜଷ୍ଟିସ ବିଜୟ କୁମାର ନାୟକ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି ଅଥବା କୌଣସି ଲୋକ ଦୁର୍ନୀତିର ଶିକାର ହେଲେ ଲୋକାୟୁକ୍ତଙ୍କ ଠାରେ କିପରି ଅଭିଯୋଗ କରି ନ୍ୟାୟ ପାଇ ପାରିବ ସେନେଇ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ, ଏସପିଙ୍କ ସହ ଜିଲ୍ଲାର ପ୍ରତ୍ୟେକ ବର୍ଗର ଲୋକେ ଯୋଗ ଦେଇ ଲୋକାୟୁକ୍ତ ସଦସ୍ୟଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ଲୋକୟୁକ୍ତ ଅଦାଲତ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ଓଡିଶା ଲୋକାୟୁକ୍ତ ର ସଦସ୍ୟ ଜଷ୍ଟିସ ବିଜୟ କୁମାର ନାଏକ ଯୋଗ ଦେଇ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି ନିବାରଣ ପାଇଁ ଲୋକୟୁକ୍ତ ଙ୍କ ଭୁମିକା ନେଇ ସଚେତନତା ବାର୍ତା ଦେଇଥିଲେ।

Body:ଏହି ସଚେତନତା କର୍ମଶାଳା ରେ ଓଡ଼ିଶା ଲୋକୟୁକ୍ତ ସଦସ୍ୟ ଜଷ୍ଟିସ ଵିଜୟ କୁମାର ନାଏକ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି ଅଥବା ନିଜେ କୌଣସି ଲୋକ ଦୁର୍ନୀତି ର ଶିକାର ହେଲେ ଜଣେ ସାଧାରଣ ଲୋକ ଲୋକାୟୁକ୍ତ ଙ୍କ ଠାରେ କିପରି ଅଭିଯୋଗ କରି ନ୍ୟାୟ ପାଇ ପାରିବ ସେ ନେଇ ଆଇନ କାନୁନ ର ଦିଗ ଉପରେ ଅବଗତ କରାଇଥିଲେ।

Conclusion:ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲାପାଳ, ଏସପି ପ୍ରମୂଖ ନ୍କ ସହ ଜିଲ୍ଲାର ପ୍ରତ୍ୟେକ ବର୍ଗ ର ଲୋକେ ଯୋଗ ଦେଇ ଲୋକାୟୁକ୍ତ ସଦସ୍ୟ ଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ବାଇଟ-1- ଜଷ୍ଟିସ ବିଜୟ କୁମାର ନାଏକ, ସଦସ୍ୟ ,ଓଡିଶା ଲୋକାୟୁକ୍ତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.